Перейти к содержимому

କୋରାପୁଟ କୋଟିଆର ପଛୁଆ ଗାଁ ତଳପନିକି। Hidden Tribal Village in Koraput। Odisha Village Life

KMNR Village Life

0:00 / 0:00

କୋରାପୁଟ କୋଟିଆର ପଛୁଆ ଗାଁ ତଳପନିକି। Hidden Tribal Village in Koraput। Odisha Village Life

5 823 просмотра · 2 мес. назад
KMNR Village Life
3,54 тыс. подписчиков
5 823 просмотра · 2 мес. назад
ଏହି ଭିଡିଓରେ ଆପଣମାନେ ଦେଖିବାକୁ ପାଇବେ ଆମ କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତର ଏକ ସୁନ୍ଦର ଗାଁ। ଗାଁର ନାମ ତଳପନିକ। ଏହା ଏକ ପଛୁଆ ଆଦିବାସୀ ଗାଁ। ଏହି ଗାଁର ସରଳ ଆଦିବାସୀ ଲୋକମାନଙ୍କର ଦୈନନ୍ଦିନ ଜୀବନ, ମାଟିଘର, ଗ୍ରାମୀଣ ପରିବେଶ, ପରମ୍ପରା ଓ ସରଳ ଜୀବନଶୈଳୀ କୁ ଏହି ଭିଡିଓରେ ଦେଖିପାରିବେ। ଯଦି ଆପଣ ଆପଣ Koraput Village Life, Odisha Tribal Culture, Rural Odisha,Indian Village Life ଏବଂ ଗ୍ରାମୀଣ ଜୀବନ ସମ୍ପର୍କିତ ଭିଡିଓ ଦେଖିବାକୁ ଭଲ ପାଆନ୍ତି, ତେବେ ଏହି ଭିଡିଓକୁ ନିଶ୍ଚୟ ଦେଖନ୍ତୁ। 👍 ଭିଡିଓଟି ଭଲ ଲାଗିଲେ Like କରନ୍ତୁ। 💬 ନିଜର ମତାମତ Comment ରେ ଜଣାନ୍ତୁ। 🔔 KMNR Village Life Channel କୁ Subsribe କରି Bell Icon ଦବାନ୍ତୁ, ଯାହାଫଳରେ ଆଗାମୀ ଭିଡିଓ ସର୍ବପ୍ରଥମେ ଦେଖିପାରିବେ।