Перейти к содержимому

ମୁଖ୍ୟମନ୍ତ୍ରୀ ଆଣୁଛନ୍ତି ଚାକିରି |CM Mohan Majhi’s UAE Visit |₹8,417 Crore Investment & 14,310 Jobs

News18 Odia

0:00 / 0:00

ମୁଖ୍ୟମନ୍ତ୍ରୀ ଆଣୁଛନ୍ତି ଚାକିରି |CM Mohan Majhi’s UAE Visit |₹8,417 Crore Investment & 14,310 Jobs

292 просмотра · 1 час назад
News18 Odia
6,17 млн подписчиков
292 просмотра · 1 час назад
ମୁଖ୍ୟମନ୍ତ୍ରୀ ଆଣୁଛନ୍ତି ଚାକିରି |CM Mohan Majhi’s UAE Visit |₹8,417 Crore Investment & 14,310 Jobs CM Mohan Majhi’s UAE Visit | ₹8,417 Crore Investment Potential & 14,310 Jobs | 5 MoUs Signed ଦୁବାଇ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୟୁଏଇ ନେତୃତ୍ୱ, ବିଶ୍ୱସ୍ତରୀୟ ନିବେଶକ, ଶିଳ୍ପ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି । ୟୁଏଇର ଅର୍ଥନୀତି ଓ ପର୍ଯ୍ୟଟନ ମନ୍ତ୍ରୀ ଅବ୍ଦୁଲ୍ଲା ବିନ୍ ତୌକ୍ ଅଲ୍ ମାର୍ରିଙ୍କ ସହ ମୁଖ୍ୟମନ୍ତ୍ରୀ ବୈଠକ କରିବା ସହ ଓଡ଼ିଶାରେ ଥିବା ସମ୍ଭାବନାକୁ ନେଇ ଆଲୋଚନା କରିଛନ୍ତି । ବୈଠକ ମାଧ୍ୟମରେ ଓଡ଼ିଶା ଏହାର ନିବେଶ ସମ୍ପର୍କକୁ ଆହୁରି ମଜବୁତ କରିଛି। ଗୁରୁବାର ୫ଟି ଏମଓୟୁ ଏବଂ ୮ଟି ନିବେଶ ଇଚ୍ଛାପତ୍ର ସ୍ୱାକ୍ଷରିତ ହୋଇଥିଲା । ଯାହା ମିଳିତ ଭାବରେ ୮,୪୧୭ କୋଟି ଟଙ୍କାର ନିବେଶ ସମ୍ଭାବନା ଏବଂ ୧୪,୩୧୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର କ୍ଷମତା ରଖିଛି। Odisha Chief Minister Mohan Charan Majhi, during his UAE visit, held discussions with UAE leadership, global investors and industry representatives to explore investment opportunities in Odisha. He also met UAE Minister of Economy and Tourism Abdulla bin Touq Al Marri to discuss Odisha’s economic and investment potential. As part of the visit, five MoUs and eight Letters of Intent for investment were signed on Thursday. Together, these proposals have the potential to attract investments worth ₹8,417 crore and create around 14,310 employment opportunities in Odisha. #MohanMajhi #MohanMajhiUAEVisit #DubaiVisit #UAE #OdishaInvestment #OdishaMoU #InvestmentOdisha #8417Crore #JobsInOdisha #14310Jobs #UAEInvestors #OdishaDevelopment #OdishaBusiness #OdishaNews #OdiaNews #News18Odia Welcome to News18 Odia, your go-to destination for the latest news and updates from across India and beyond. As one of Odishas premier news channels, we strive to keep you informed with live coverage and breaking news as it happens. News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ । Download our News18 Mobile App - https://onelink.to/desc-youtube Please visit our website https://bit.ly/2YaikeJ for the latest opinions and detailed news coverage. Follow us on Facebook:   / news18odia   Twitter: https://twitter.com/news18odia?lang=en Website: https://bit.ly/2YaikeJ Subscribe to our channel to get the latest news and updates https://tinyurl.com/y46bt2fm Follow Every Breaking Story LIVE 🔴 Watch News18 LIVE 24x7: https://youtube.com/live/P03Ozb37nxI ID_OD_KU