ପୁଣି ବ୍ୟାଙ୍କକକୁ ଡାଇରେକ୍ଟ୍ ଫ୍ଲାଇଟ୍ ! Bhubaneswar-Bangkok Flight Service Resumes From October 2
News18 Odia
0:00 / 0:00
ପୁଣି ବ୍ୟାଙ୍କକକୁ ଡାଇରେକ୍ଟ୍ ଫ୍ଲାଇଟ୍ ! Bhubaneswar-Bangkok Flight Service Resumes From October 2
662 просмотра · 15 часов назад
News18 Odia
6,18 млн подписчиков
662 просмотра · 15 часов назад
Bhubaneswar-Bangkok Flight Service Resumes From October 2 | Twice-a-Week International Flight
ଭୁବନେଶ୍ୱରରୁ ବ୍ୟାଙ୍କକ ପାଇଁ ପୁଣି ଆରମ୍ଭ ହେବ ବିମାନ ସେବା । ଅକ୍ଟୋବର ୨ରୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ପୁଣି ଉଡ଼ିବ ବ୍ୟାଙ୍କକକୁ ବିମାନ । ଜୁଲାଇ ମାସରୁ ଏହା ଅସ୍ଥାୟୀ ଭାବେ ବନ୍ଦ ରହିଥିଲା ଯାହା ପୁଣି ଥରେ ଆରମ୍ଭ ହେଉଛି। ସପ୍ତାହକୁ ଦୁଇ ଥର ଚାଲିବ ବିମାନ। ପ୍ୟାସେଞ୍ଜରଙ୍କ ସୁବିଧା ଓ ସୁରକ୍ଷା ପାଇଁ ଭୁବନେଶ୍ୱରର ବିମାନ ବନ୍ଦର ପକ୍ଷରୁ ଏକ କଣ୍ଟ୍ରୋଲ ରୁମ ଖୋଲାଯାଇଛି। ପ୍ୟାସେଞ୍ଜର ଯଦି କୌଣସି ବି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ପ୍ରତ୍ୟେକ ଏୟାର ଲାଇନର ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କ ନାମ ଓ ନମ୍ବର ଲେଖାଯାଇଛି।
Good news for passengers travelling between Bhubaneswar and Bangkok! The international flight service from Biju Patnaik International Airport to Bangkok will resume from October 2. The service had remained temporarily suspended since July and will now operate twice a week.
To ensure passenger convenience and safety, a control room has also been opened at Bhubaneswar Airport. Details of the responsible officials of each airline, including their names and contact numbers, have been provided so passengers can seek assistance in case of any problem.
#Bhubaneswar #BangkokFlight #BhubaneswarAirport #Bangkok #FlightService #OdishaAviation #InternationalFlight #BijuPatnaikAirport #OdishaNews #BhubaneswarNews #AirportNews #OdiaNews #News18Odia
Welcome to News18 Odia, your go-to destination for the latest news and updates from across India and beyond. As one of Odishas premier news channels, we strive to keep you informed with live coverage and breaking news as it happens.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
Download our News18 Mobile App - https://onelink.to/desc-youtube
Please visit our website https://bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: https://twitter.com/news18odia?lang=en
Website: https://bit.ly/2YaikeJ
Subscribe to our channel to get the latest news and updates https://tinyurl.com/y46bt2fm
Follow Every Breaking Story LIVE 🔴
Watch News18 LIVE 24x7: https://youtube.com/live/P03Ozb37nxI
ID_OD_KU