Перейти к содержимому

କହିଥିଲା ଫୁଟେଇଦେବି, ସତରେ ଫୁଟେଇଦେଲା | Odisha Reporter

Odisha Reporter

0:00 / 0:00

କହିଥିଲା ଫୁଟେଇଦେବି, ସତରେ ଫୁଟେଇଦେଲା | Odisha Reporter

27 885 просмотров · 1 день назад
Odisha Reporter
2,98 млн подписчиков
27 885 просмотров · 1 день назад
#କହିଥିଲା_ଫୁଟେଇଦେବି_ସତରେ_ଫୁଟେଇ_ଦେଲା ଗଞ୍ଜାମରେ ଅପରାଧର ନୂଆ ଚିତ୍ର... ଅଟୋ ଚଳାଉଥିବା ହାତରେ ମାଉଜର । ପ୍ରଥମେ ଧମକ... ଆଉ ତା’ପରେ, ମାତ୍ର ୨୪ ଘଣ୍ଟା ଭିତରେ ଗୁଳିମାଡ଼ । ଗାଁ ଦାଣ୍ଡରେ ଦୁଇ ରାଉଣ୍ଡ ଗୁଳିର ଶବ୍ଦରେ... ଥରି ଉଠିଲା ବଡ଼ଗଡ଼ ଥାନା ଅଞ୍ଚଳର ସରାବାଡ଼ି ଗାଁ । ଆଉ ଏବେ ସବୁଠାରୁ ବଡ଼ ପ୍ରଶ୍ନ... ଜଣେ ଅଟୋ ଡ୍ରାଇଭରଙ୍କ ହାତକୁ ବନ୍ଧୁକ ଆସିଲା କେଉଁଠୁ ? #CrimeNews #Odisha #ganjam #OdishaReporter Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter