ନୂଆ ଷ୍ଟ୍ରାଟେଜି… BJD ଚଢ଼ିଗଲା, Congress ବସିପଡ଼ିଲା | MMDR Row Rocks Odisha Assembly! | OR
Odisha Reporter
0:00 / 0:00
ନୂଆ ଷ୍ଟ୍ରାଟେଜି… BJD ଚଢ଼ିଗଲା, Congress ବସିପଡ଼ିଲା | MMDR Row Rocks Odisha Assembly! | OR
6 008 просмотров · 1 день назад
Odisha Reporter
2,98 млн подписчиков
6 008 просмотров · 1 день назад
ସରକାରଙ୍କ ବିରୋଧରେ ବିଜେଡିର ସେକେଣ୍ଡ ଷ୍ଟ୍ରାଟେଜି। ବହି ଛାଡି ଏବେ ଖଣି ପଛରେ ଧାଇଁଲେ ବିଧାୟକ। ବିଧାନସଭା ଆରମ୍ଭରୁ ହିଁ ଆଜି ଉଭୟ ବିଜେଡି ଓ କଂଗ୍ରେସ ବିଧାୟକ MMDR ସଂଶୋଧନ ଆଇନ 2026 ପ୍ରତ୍ୟାହାର ଦାବିରେ ଗୃହ ଭିତରେ ନାରାବାଜି କରିଥିଲେ। ଫଳରେ ମାତ୍ର 13 ମିନିଟ ଚାଲିପାରିଲା ପ୍ରଶ୍ନକାଳ। କାରଣ ହାତରେ ପ୍ଲା କାର୍ଡ ଧରି, ବିଜେଡି ବିଧାୟକ, ବାଚସ୍ପତିଙ୍କ ପୋଡ଼ିୟମ ଆଗରେ ହୋହାଲ୍ଲାଲା କଲେ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #OdishaPolitics #BJD #MMDRAct #MMDRAmendment #OdishaAssembly #OdishaNews #BJDProtest #Congress #MiningLaw #MiningIssue #AssemblyProtest #PoliticalProtest