Перейти к содержимому

ସ୍ବପ୍ନ ଢେଉ ନାଚି ଉଠେରେ ମନ ସାଗରେ | Old Odia Christian Song | Recreated by Digal Music | Full Video

Digal Music

0:00 / 0:00

ସ୍ବପ୍ନ ଢେଉ ନାଚି ଉଠେରେ ମନ ସାଗରେ | Old Odia Christian Song | Recreated by Digal Music | Full Video

7 317 просмотров · 7 дней назад
Digal Music
872 подписчика
7 317 просмотров · 7 дней назад
*ସ୍ବପ୍ନ ଢେଉ ନାଚି ଉଠେରେ ମନ ସାଗରେ | Old Odia Christian Song | Recreated by Digal Music | Full Video* ସ୍ବପ୍ନ ଢେଉ ନାଚି ଉଠେରେ ମନ ସାଗରେ ❤️✝️ An evergreen Old Odia Christian Song, recreated and presented by Digal Music. 🎵 Song: ସ୍ବପ୍ନ ଢେଉ ନାଚି ଉଠେରେ ମନ ସାଗରେ ✝️ Category: Old Odia Christian Song 🎬 Recreated By: Digal Music 📺 Courtesy Video From: Sunil Roy YouTube Channel 🎼 Presented By: Digal Music 🙏 Special Thanks: Original Song Owner ▶️ Video: Full Video lyrics : ଅଭିବାଦନର କବିତା ଝରେ ରେ ଧରଣୀର ଚୋଉଦିଗେ ସମୀର ନାଚଇ ଗହନ ବନରେ ସାଗର ଖେଳେ ତରଙ୍ଗରେ ସ୍ବପ୍ନ ଢେଉ ନାଚି ଉଠେରେ ମନ ସାଗରେ ସ୍ବପ୍ନ ଢେଉ ନାଚି ଉଠେରେ ମନ ସାଗରେ ନାଚିନାଚିକା ଗାଇ ଗାଇକା ନାଚିନାଚିକା ଗାଇ ଗାଇକା ଭାସିଯାଉ ରେ...ଏ ସ୍ବପ୍ନ ଢେଉ ନାଚି ଉଠେରେ ମନ ସାଗରେ ସ୍ବପ୍ନ ଢେଉ ନାଚି ଉଠେରେ ମନ ସାଗରେ verse 1 ଫୁଲକେ ଧରଣୀ ରାଣୀ ଆକାଶେ ମିଶି ଆକାଶ ବକ୍ଷେ ବଉଦ ଯାଉଛି ଭାସି ଫୁଲକେ ଧରଣୀ ରାଣୀ ଆକାଶେ ମିଶି ଆକାଶ ବକ୍ଷେ ବଉଦ ଯାଉଛି ଭାସି ଧରଣୀର ନବ ଗାନେ କୋଇଲିର ମଧୁ ସୋନେ ନାଚିଯିବା ଗାଇ ଯିବା କାନେ କାନେ କହିଯିବା ମହାନନ୍ଦରେ ସ୍ବପ୍ନ ଢେଉ ନାଚି ଉଠେରେ ମନ ସାଗରେ ସ୍ବପ୍ନ ଢେଉ ନାଚି ଉଠେରେ ମନ ସାଗରେ verse 2 ପୁରୁବ ଦିଗେ ଜ୍ୟୋତିଶେ ତାରକା ଦେଖୀ ନିରିକ୍ଷନ୍ତି ପୁସ୍ତକକୁ ଶିଖେ ତନଖୀ ପୁରୁବ ଦିଗେ ଜ୍ୟୋତିଶେ ତାରକା ଦେଖୀ ନିରିକ୍ଷନ୍ତି ପୁସ୍ତକକୁ ଶିଖେ ତନଖୀ ସୁନା, କୁନ୍ଦୁ ଗନ୍ଧରସ ଜେଟିନେଇ ତାଙ୍କ ପାସ ନାଚି ନାଚି ଭେଟିଦେଲେ ପ୍ରଣମିଲେ ପ୍ରଣଂସିଲେ ବେଥଳହିମେ ସ୍ବପ୍ନ ଢେଉ ନାଚି ଉଠେରେ ମନ ସାଗରେ ସ୍ବପ୍ନ ଢେଉ ନାଚି ଉଠେରେ ମନ ସାଗରେ ନାଚିନାଚିକା ଗାଇ ଗାଇକା ନାଚିନାଚିକା ଗାଇ ଗାଇକା ଭାସିଯାଉ ରେ...ଏ ସ୍ବପ୍ନ ଢେଉ ନାଚି ଉଠେରେ ମନ ସାଗରେ ସ୍ବପ୍ନ ଢେଉ ନାଚି ଉଠେରେ ମନ ସାଗରେ We are presenting this beautiful old Christian song with love and respect for the original creator and everyone who has loved this song over the years. If you love Old Odia Christian Songs, Odia Gospel Songs, Odia Jesus Songs and evergreen Christian melodies, enjoy this beautiful song and share it with your family and friends. Please Like 👍 | Share ❤️ | Comment 💬 | Subscribe 🔔 Thank you for supporting DIGAL MUSIC. 🙏✝️ *🔍 Keywords:* Old Odia Christian Song, Odia Christian Songs, ସ୍ବପ୍ନ ଢେଉ ନାଚି ଉଠେରେ ମନ ସାଗରେ, Swapna Dheu Nachi Uthe Re Mana Sagare, Odia Gospel Song, Odia Jesus Song, Evergreen Odia Christian Song, Recreated Odia Christian Song, Digal Music, Bilson Digal, New Odia Christian Song 2026, Abhibadanara Kabita, Odia Christian Song 2026 *#️⃣ Hashtags:* #SwapnaDheuNachiUtheReManaSagare #DigalMusic #OdiaChristianSong #OldOdiaChristianSong #OdiaGospelSong #OdiaChristianStatus #AbhibadanaraKabita