Перейти к содержимому

Kie Kahe Mote Kanta Pita | କିଏ କହେ ମୋତେ କଣ୍ଟା ପିଟା | Odia Christian Song | Ayzar Lima | Original

Ayzar Lima Official и LUNA TANDI OFFICIAL

0:00 / 0:00

Kie Kahe Mote Kanta Pita | କିଏ କହେ ମୋତେ କଣ୍ଟା ପିଟା | Odia Christian Song | Ayzar Lima | Original

13 095 просмотров · 2 недели назад
Ayzar Lima Official и LUNA TANDI OFFICIAL
13 095 просмотров · 2 недели назад
🙏✝️ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସମସ୍ତଙ୍କୁ ନମସ୍କାର। "କିଏ କହେ ମୋତେ ଚାଉଳ ବସ୍ତା” ଏକ ଓଡ଼ିଆ ଖ୍ରୀଷ୍ଟିୟ ଗୀତ। ଏହି ଗୀତ ମାଧ୍ୟମରେ ଖ୍ରୀଷ୍ଟିୟମାନଙ୍କ ପ୍ରତି ହେଉଥିବା ଅପମାନ, ନିନ୍ଦା ଓ ଭେଦଭାବର ଏକ ବାସ୍ତବ ଅନୁଭୂତିକୁ ଉପସ୍ଥାପନ କରାଯାଇଛି। ଏ ଦୁନିଆ ଯାହା କହିଲେ ବି କହୁ, ଆମେ ସତ୍ୟ ପରମେଶ୍ୱରଙ୍କୁ ଜାଣିଛୁ। ସେଥିପାଇଁ ତାଙ୍କ ଲାଗି ସବୁକିଛି ସହିବା ପାଇଁ ଆମେ ପ୍ରସ୍ତୁତ ମଧ୍ୟ ଅଛୁ। ଏହି ବିଷୟ ଉପରେ ଆଧାରିତ ଏହି ଗୀତଟି ପ୍ରସ୍ତୁତ କରାଯାଇଛି। Greetings to everyone in the name of our Lord Jesus Christ. 🙏✝️ “Who Calls Me a Sack of Rice” is an Odia Christian song. Through this song, a real-life experience of the insults, criticism, and discrimination faced by Christians is presented. Whatever this world may say, we know the true God. Therefore, we are also prepared to endure everything for His sake. This song has been created based on this theme: 🎵 Song: କିଏ କହେ ମୋତେ ଚାଉଳ ବସ୍ତା/Kie Kahe Mote Chaula Basta 🎤 Singer: Ayzar Lima 🎬 Presented by: Ayzar Lima Official ✍️ Lyrics & Composition: Ayzar Lima 🎼 Music Arrangement: Kumar Montu 🥁 Rhythm: Rakesh (Kalahandi) 🎙️ Recorded at: Yesh Studio, Cuttack 🎚️ Mixing & Mastering: Prakash Behera (Subu) 🎥 Video Edit: PK Prashant 🎨 Poster Design: Bhagyaban Chinchani 🙏✝️ ଗୀତଟି ଶୁଣନ୍ତୁ, ଭଲ ଲାଗିଲେ ଆପଣଙ୍କ ପରିବାର ଓ ବନ୍ଧୁମାନଙ୍କ ସହ Share କରନ୍ତୁ। ❤️ Like | Share | Comment | Subscribe ଆପଣଙ୍କ ଭଲପାଇବା ଓ ସମର୍ଥନ ଆମକୁ ଆହୁରି ଭଲ ଗୀତ ଆପଣମାନଙ୍କ ପାଖକୁ ନେଇଆସିବା ପାଇଁ ପ୍ରେରଣା ଦେବ।