Перейти к содержимому

+2 2nd Year Political Scienceରାଷ୍ଟ୍ର ନିର୍ମାଣ ପ୍ରତି ଆହ୍ୱାନUnit-3 Chapter-1 | Short + Notes MCQ | CHSE

Polity Explore

0:00 / 0:00

+2 2nd Year Political Scienceରାଷ୍ଟ୍ର ନିର୍ମାଣ ପ୍ରତି ଆହ୍ୱାନUnit-3 Chapter-1 | Short + Notes MCQ | CHSE

177 просмотров · 13 дней назад
Polity Explore
174 подписчика
177 просмотров · 13 дней назад
+2 2nd Year Political Science | CHSE Odisha | Unit-3 Chapter-1 ନମସ୍କାର ପିଲାମାନେ 🙏 ଆଜିର ଏହି classରେ ଆମେ +2 Second Year Political Science, Unit-3, Chapter-1 — “ରାଷ୍ଟ୍ର ନିର୍ମାଣ ପ୍ରତି ଆହ୍ୱାନ” ବିଷୟରେ ସରଳ ଓଡ଼ିଆରେ ପଢ଼ିବା। ଏହି videoରେ ଆମେ ଜାଣିବା— 📌 ରାଷ୍ଟ୍ର ନିର୍ମାଣର ଅର୍ଥ 📌 ରାଷ୍ଟ୍ର ନିର୍ମାଣର ପ୍ରକୃତି 📌 ରାଷ୍ଟ୍ର ନିର୍ମାଣର ଉପାଦାନ 📌 ସ୍ୱାଧୀନ ଭାରତର ରାଷ୍ଟ୍ର ନିର୍ମାଣ ପ୍ରତି ଆହ୍ୱାନ 📌 Important Short Notes 📌 Exam-oriented Important Points 📌 MCQ Practice ଏହି classଟି CHSE Odisha +2 2nd Year Political Science Exam ପାଇଁ revision ଏବଂ preparationରେ ଉପଯୋଗୀ ହେବ। 👉 Videoଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। 👉 Notes ଲେଖି ରଖନ୍ତୁ। 👉 MCQଗୁଡ଼ିକୁ ନିଜେ practice କରନ୍ତୁ। Polity Exploreରେ Political Science, +2, +3, PG, UGC NET ଏବଂ exam-oriented study content ପାଇଁ Channelଟି Subscribe କରନ୍ତୁ। ❤️ 🔖 Hashtags #CHSEOdisha #Plus2PoliticalScience #PoliticalScience #RashtraNirmana #ରାଷ୍ଟ୍ରନିର୍ମାଣ #OdishaBoard#Notes#competative notes #Plus2SecondYear#Indianpolitics #PoliticalScienceNotes #MCQ #PolityExplore #CHSE2027