Перейти к содержимому

ଥରହର କଲା CJP, ୪୮ ଘଣ୍ଟା ଭିତରେ ଇସ୍ତଫା ଦିଅନ୍ତୁ ଜ୍ଞାନେଶ କୁମାର! CEC Gyanesh Kumar resign in 48 hours CJP.

Pratidin TV

0:00 / 0:00

ଥରହର କଲା CJP, ୪୮ ଘଣ୍ଟା ଭିତରେ ଇସ୍ତଫା ଦିଅନ୍ତୁ ଜ୍ଞାନେଶ କୁମାର! CEC Gyanesh Kumar resign in 48 hours CJP.

10 983 просмотра · 4 часа назад
Pratidin TV
1,76 млн подписчиков
10 983 просмотра · 4 часа назад
ଥରହର କଲା CJP, ୪୮ ଘଣ୍ଟା ଭିତରେ ଇସ୍ତଫା ଦିଅନ୍ତୁ ଜ୍ଞାନେଶ କୁମାର! ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କଲା କକରୋଚ୍ ଜନତା ପାର୍ଟି (CJP)। ୪୮ ଘଣ୍ଟା ମଧ୍ୟରେ ଇସ୍ତଫା ନଦେଲେ ଦେଶବ୍ୟାପୀ ଆନ୍ଦୋଳନ ସହ 'ଯନ୍ତର ମନ୍ତର ୨.୦' (Jantar Mantar 2.0) କରିବାକୁ ଚେତାବନୀ ଦେଇଛନ୍ତି CJP ପ୍ରତିଷ୍ଠାତା ଅଭିଜିତ ଦୀପକେ। ଭାରତୀୟ ଗଣତନ୍ତ୍ର ଏବଂ ଭୋଟରଙ୍କ ଅଧିକାର ପ୍ରତି ବିପଦ ଦର୍ଶାଇ CJP ପକ୍ଷରୁ ସିଇସି (CEC) ଜ୍ଞାନେଶ କୁମାରଙ୍କୁ ୪୮ ଘଣ୍ଟାର ଅଲ୍ଟିମେଟମ୍ ଦିଆଯାଇଛି। CJP ର ଅଭିଯୋଗ ଅନୁଯାୟୀ, ପ୍ରାୟ ୧୩ କୋଟିରୁ ଅଧିକ ଭୋଟ୍ ନାକଚ କରାଯାଇଛି। CEC Gyanesh Kumar resign in 48 hours CJP threatens ‘Jantar Mantar 2.0’ if CEC does not resign. #GyaneshKumar #ElectionCommission #CJP #JantarMantar2 #CECRESIGN #IndianPolitics Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha