ATMA KANDUCHI | ଆତ୍ମା କାନ୍ଦୁଛି | TIGER BIBAR | NEW ODIA CHRISTIAN SONG | @ABlNASHDlGAL
#ABlNASH #ORIYA #MUSIC
0:00 / 0:00
ATMA KANDUCHI | ଆତ୍ମା କାନ୍ଦୁଛି | TIGER BIBAR | NEW ODIA CHRISTIAN SONG | @ABlNASHDlGAL
121 просмотр · 1 дн. назад
#ABlNASH #ORIYA #MUSIC
7,07 тыс. подписчиков
121 просмотр · 1 дн. назад
ATMA KANDUCHI | ଆତ୍ମା କାନ୍ଦୁଛି | TIGER BIBAR | NEW ODIA CHRISTIAN SONG | @ABlNASHDlGALଆତ୍ମା କାନ୍ଦୁଛି...ମୋ ଅନ୍ତର... ଆତ୍ମା କାନ୍ଦୁଛି...
କାନ୍ଦୁଛି ମୋ ଅନ୍ତର ଆତ୍ମା କାନ୍ଦୁଛି
ଝରୁଛି ମୋ ଆଖିରୁ ଲୁହ ଝରୁଛି
ଯୁଆଡ଼େ ଗଲେ ମୁହିଁ ଯୋଉଠି ଥିଲେ ମୁହିଁ...(୨ଥର)
ଖାଲି ନିର୍ଯାତନା ମିଳୁଛି...
ଯୀଶୁ ତୁମେ ମୋ ସବୁକିଛି
ତୁମ ବିନା ମୋ କିଏ ଅଛି...(୨ଥର)...=୦=
ଯୀଶୁ ତୁମ ସେବା କରୁଛି ମୁଁ ବୋଲି
ଏ ଜଗତ ମୋତେ ଦିଏ ନିନ୍ଦା ଗାଳି
ଯୀଶୁ ତୁମ ବାକ୍ୟ ମାନୁଛି ମୁଁ ବୋଲି
ଭୋଗୁଛି ଜୀବନେ ତାଡ଼ନା ମୁଁ ଖାଲି
ଭଜିଲେ ତୁମ ନାମ ଗାଇଲେ ତୁମ ଗୁଣ ...(୨ଥର)
ଏ ଜଗତ ଘୃଣା କରୁଛି...
ଯୀଶୁ ତୁମେ ମୋ ସବୁକିଛି
ତୁମ ବିନା ମୋ କିଏ ଅଛି...(୨ଥର)...=୧=
ଏ ଜଗତେ ସିନା ଭୋଗୁଛି ମୁଁ କ୍ଲେଶ
ଆଶା ଅଛି ନିଶ୍ଚେ ଯିବି ପାରଦୀଶ
କେତେ ମୁଁ ସହିବି ଦୁଃଖ ନଇରାଶ
ନେଇ ଯାଅ ମୋତେ ଯୀଶୁ ତୁମ ପାଶ
ଜଗତେ ବଞ୍ଚି ରହି କିଛି ତ ଲାଭ ନାହିଁ...(୨ଥର)
ଦୁଃଖ ଖାଲି ବଢ଼ି ଚାଲିଛି...
ଯୀଶୁ ତୁମେ ମୋ ସବୁକିଛି
ତୁମ ବିନା ମୋ କିଏ ଅଛି...(୨ଥର)...=୨= @AmitBadanayak @AmitPaniOfficial @sadaprabhumusic3566 @paulsalmanchristianmusic @SubashPradhanOfficial34 @AnilKant @S.D_MUSIC @PRASADLIMAMUSIC @LebiyaMusic @shortBajra