FERIA DHANA | ଫେରିଆ ଧନ | BALIA LIMA | NEW ODIA CHRISTIAN SONG | SAMAYA NAHIRE | CHRISTIAN SONG
FirozTknTech и ещё 6
0:00 / 0:00
FERIA DHANA | ଫେରିଆ ଧନ | BALIA LIMA | NEW ODIA CHRISTIAN SONG | SAMAYA NAHIRE | CHRISTIAN SONG
17 286 просмотров · 2 нед. назад
FirozTknTech и ещё 6
17 286 просмотров · 2 нед. назад
FERIA DHANA | ଫେରିଆ ଧନ | BALIA LIMA | NEW ODIA CHRISTIAN SONG STUDIO VERSION | FIROZ TKN TECH
Praese the lord. ପ୍ରତ୍ୟେକ ସ୍ରତା ବନ୍ଧୁ ମାନଙ୍କୁ ମୋର ଭକ୍ତିପୂର୍ଣ୍ଣ ନମସ୍କାର ମୁ ଫିରୋଜ କୁମାର ମାଳି,Firoz Tkn Tech YOUTUBE CHANNEL ଦ୍ୱାରା ପ୍ରସ୍ତୁତ ହେଇଥିବା ,,,, ଫେରିଆ ଧନ ( Feria Dhana ) ଗୀତ ଆମ ଓଡ଼ିଶାର ବର୍ତ୍ତମାନ ସମୟର VIRAL SINGER - BALIA LIMA ଙ୍କ କଣ୍ଠରୁ ଏକ ସୁନ୍ଦର ଓ ସୁମଧୁର ମନଛୁଆଁ ଖ୍ରୀଷ୍ଟୀୟ ସଂଗୀତ ଟି ଭେଟି ଦେଉଛୁ |
ଏହି ଗୀତକୁ ଶୁଣନ୍ତୁ,,,ଓ ଭଲ ପାଇବା ଦିଅନ୍ତୁ,,, ଏବଂ ଅନ୍ୟ ମାନଙ୍କ ସହିତ SHARE କରନ୍ତୁ ଆଉ ପ୍ରଭୁ ଯୀଶୁଙ୍କ ଅପାର ପ୍ରେମ ସକାଶେ ଫେରିଆ ଧନ ଗୀତକୁ ଅଧିକ ମାତ୍ରାରେ ଲୋକଙ୍କ ନିକଟକୁ ପହଞ୍ଚାଇବାର ହାତ ବଢ଼ାନ୍ତୁ |
ବିଶେଷ ସୂଚନା :-
ଗୀତଟିକୁ ମୁ ଲେଖିଛି, ସ୍ୱର ସଂଯୋଜନା କରିଛି ଯଦି ଵା ଗୀତରେ କିଛି ତ୍ରୁଟି ଦେଖା ଯାଏ 🙏🙏🙏
ପ୍ରଭୁ ଯୀଶୁଙ୍କ ପ୍ରେମ ଓ କ୍ଷମା ଶିଳ ହୃଦୟରେ ମୋତେ କ୍ଷମା କରିଦେବେ✝️✝️
ଗୀତର ସମ୍ପୂର୍ଣ୍ଣ ଉଦ୍ଦେଶ୍ୟ ଆଜିର ଯୁବା ମାନେ ଅବା ଆମେ ମଧ୍ୟ ପ୍ରଭୁଙ୍କ ବିଷୟକୁ ଧ୍ୟାନ ନ ଦେଇ ଜଗତର ଅଳ୍ପ ଦିନର ରଙ୍ଗ,ରସ,ଭାଗ,ବିଳାସ,କଣ ଖାଇବା,କଣ ପିନ୍ଧିବା ଏହି ବିଷୟ ଉପରେ ଅଧିକ ମନ ଦେଇ ନିଜ ସୃଷ୍ଟି କର୍ତ୍ତା ପିତା ପରମେଶ୍ୱର,ସେହି ବଳି କୃତ୍ ଯୁବା ମେଷ ଯିଶୁ ଖ୍ରୀଷ୍ଟଙ୍କୁ ଭୁଲି ଯାଇଛୁ l
ଯେପରି ଆମର ଯୁଧ ଏହି ମର୍ତ୍ତ୍ୟ ନିମନ୍ତେ ନ ହେଇ ସ୍ୱର୍ଗ ଓ ଅନନ୍ତ ଜୀବନ ପ୍ରତି ହେବ ଆବଶ୍ୟକ l
ଏହି ଉଦ୍ଦେଶ୍ୟରେ ଗୀତକୁ ଆଧାର କରାଯାଇଛି,ଗୀତଟିକୁ ସମ୍ପୂର୍ଣ୍ଣ ଶୁଣିବା ପରେ ଆପଣଙ୍କ ମତା ମତ comment box ରେ ଜଣେଇବେ ଏବଂ ମୋ ପାଇ ଓ ମୋ ପରିବାର ପାଇଁ ମଧ୍ୟ ପ୍ରଭୁଙ୍କ ଠାରେ ପ୍ରାର୍ଥନା କରିବେ
ପ୍ରଭୁଙ୍କ ଇଚାହେଲେ ଆଉ ଗୋଟେ ଗୀତରେ ସାକ୍ଷାତ୍ ହେବା ନମସ୍କାର
💽🎵SONG LYRICS 🎵
ସମୟ ନାହିରେ,,,,,ବେଳ ଗଡିଲାରେ
ଡାକୁଛନ୍ତି ପ୍ରଭୁ,,,,,,ଫେରିଆ ଧନରେ,,,
ସମୟ ନାହିରେ,,ବେଳ ଗଡ଼ିଲାରେ
ଡାକୁଛନ୍ତି ପ୍ରଭୁ,ଫେରିଆ ବନ୍ଧୁରେ।
ସମୟ ନାହିରେ,ବେଳ ଗଡ଼ିଲାରେ
ଡାକୁଛନ୍ତି ପ୍ରଭୁ,,ଫେରିଆ ଧନରେ
ଆଉ ବେଳ ନାହିଁ,, ତ ପାଖେ ବନ୍ଧୁ ,,,,
ପ୍ରସ୍ତୁତ ହୁଅ,,ସଜାଡ଼ି ନିଜକୁ -( 2 time)
ନି ଶା ନି ସା ଗା ମା ରେ,, ରେ ଗା ମା ଗା ରେ
ରେ ଗା ମା ଗା ରେ,,,, ନି ସା ନି ସା,, ପା ନି ଧା
1- ଧନ ସନ ମାନ,,ରୂପ ଯୌବନ
ନେବ ନାହିଁ,, ତତେ ବନ୍ଧୁ,, ସରଗ ଭୁବନ
ଦିନ ହିନ ମନ,, ପବିତ୍ର ଜୀବନ
କାଟିଥିଲେ ପାଇଯିବି,, ଅନନ୍ତ ଜୀବନ
ଆ,,, ଆ,, ଆ,,,, ଆ,, ଆ,,ଆ
ହଜା ମେଷ ପରି,,ବୁଲୁଛୁ କି ଧାଇଁ
ସୁଭୁ ନାହିଁ,, କିରେ ବନ୍ଧୁ,,ସେ କରୁଣା ସ୍ୱର
କଣ୍ଟକିତ ଭରା,,ପାପର ସଂସାର
ଦେବନାହିଁ ତତେ ବନ୍ଧୁ,,ସେ ପରିତ୍ରାଣ
ଆଉ କେତେ କାଳ,,ଲୁଚିବୁ ବନ୍ଧୁ
ଯୀଶୁଙ୍କ ପାଶେ,, ସମର୍ପେ ନିଜକୁ -( 2 time)
2--ଗର୍ବ ଅଭିମାନ,, ନିଶାର ସେବନ
ପାପ ଦଉଡ଼ିରେ ତତେ,, ଟାଣେ ଶୟତାନ
କରିଥିଲେ ପୁଣ୍ୟ,, ଦୟା କ୍ଷମା ପ୍ରେମ
ପାଇଯିବୁ ସରଗରେ,, ଅମୂଲ୍ୟ ରତନ
ଆ,,ଆ,,ଆ,, ଆ,, ଆ,,ଆ,,ଆ
ମୂରୁଖ ଜୀବନ,, ମନ୍ଦତା ସ୍ୱଭାବ
ଛାଡ଼ି ସବୁ,, ଫେରିଆସ,, ଯୀଶୁଙ୍କର ପାସ
ମହ ମାୟା ଜାଲେ,, ବନ୍ଧା ପଡି ଅଛୁ
ପ୍ରଭୂ ପ୍ରେମ ବନ୍ଧନରୁ,, ଛିଡି ଯାଇଛି
ଆଉ କେତେକାଳ ଶଇ ରହିବୁ
ଅକାରଣେ କାହିଁ,, ବିନଷ୍ଟ ହେବୁ,,
ସମୟ ନାହିରେ,,ବେଳ ଗଡ଼ିଲରେ
ଡାକୁଛନ୍ତି ପ୍ରଭୁ,,ଫେରିଆ ବନ୍ଧୁ
ସମୟ ନାହିରେ,,ବେଳ ଗଦିଲାରେ
ଡାକୁଛନ୍ତି ପ୍ରଭୁ,,ଫେରିଆ ଧନରେ
ଆଉ ବେଳ ନାହିଁ ତ ପାଖେ ବନ୍ଧୁ
ପ୍ରସ୍ତୁତ ହୁଅ,,ସଜାଡ଼ି ନିଜକୁ
ଆଉ କେତେକାଳ,,ଲୁଛିବୁ ବନ୍ଧୁ
ଯୀଶୁଙ୍କ ପାଶେ,, ସମର୍ପେ ନିଜକୁ,,
ଆଉ ବେଳ ନାହିଁ,, ତ ପାଖେ ବନ୍ଧୁ
ଅକାରଣେ କାହିଁ,,ବିନାଷ୍ଟ ହେବୁ,,,,,,
SONG CREDIT
🎵 SONG - ଫେରିଆ ଧନ (FERIA DHANA)Studio Version
🎙️ SINGER - Balia Lima (viral singer)
: 🎹 MUSIC ARRANGMENT - Smile Pani
🎤 LYRICS & COMPUTATION - Firoz Kumar (TIKINA)
💰 PRODUCER - Kabita Mali
🎬 DIRECTOR - Srestanjali Mali ( RUNU )
📼 RECORDING & MIXING - Yash Studio Cuttack
💽 MASTERING - Subu Daa Cuttack
📸 VIDEO MAKING AND EDIT - Rahul Raut Cuttack
🖥️ THUMBNAIL DESIGN - Subrat Suhani Cuttack
🎨 BANNER DESIGNS - Firoz Kumar Mali
💰PRODUCER - Kabita Mali
🎬 DIRECTOR - Srestanjali Mali
🔼 PRESENTED BY - Firoz Tkn Tech YOUTUBE CHANNEL
🤝 SPECIAL THANKS-SWARAZ/DIVYA KALI/KABITA/NENA/RUNU/RAKES/AJAY/LEKTI
#firoztkntech #youtube #new #firoztkn
#feriadhanabalialima
#christiangitaferiadhana
#odia christiangitaferiadhana
#feriadhanafullsong
#feriadhanatrack
#feriadhanafullsongtrack
#feriadhanakaraoksong
#feriadhanakaraok
#feriadhanaodiamusic
#feriadhanamusictrack
#feriadhanabendoartysong
#feriadhanasongtrackkaraok
#feriadhanasonglyrics
#feriadhanaudia
#feriadhanajisugita
#humansagaraferiadhana
#asimapandachristiansongferiadhana
#sjituferiadhanachristiansong
#diptirekhaferiadhanachristiansongs
#ananyaferiadhanachristiansong
#sasanksekharferiadhana
#humansagarviralsongferiadhana
#odia song humansagaraferiadhana
#Maha Ananda new odia viral song
#balialima #odia #gajapati#ଫେରିଆ ଧନ #Feria Dhana #balialima feria dhana #new christian song feriadhana #feriadhana new christian song #feriadhana balia lima#Antara Chakrabarti new christian song#samayanahire#samaya nahire odia christian song #ସମୟ ନାହିରେ #ସମୟ ନାହିରେ ବେଳ ଗଡ଼ିଲାରେ #tikinamali#odiasad song feria dhana #odia allbom feria dhana #odia jisu gito#odia jesus song#Christian Devotional song #odia devotional song#jesus devotional song#jesus ministry #Amit badanayak#prasad lima#Tkn music present#newchristianpromovideo#tuferianewchristiansong
🙏🙏🙏 ANTI - PIRACY WARNING 🙏🙏🙏
The Content is Copyright to Firoz Tkn Tech.Any Unauthorised representation, redistribution,re uplode ( audio or video ) is strictly prohibited 🚫 of this Meterial,
Legal action will be taken against those who violate this Copyright meterial presented .
🙏🙏 ବିନତି ଅନୁରୋଧ ଏହି ଗୀତର କଣାସି ବିଷୟକୁ ନେଇ କପି କରନ୍ତୁ ନାହିଁ , କଲେ ଆପଣଙ୍କ ପରିଶ୍ରମ ବୃଥା ହେବା ସହିତ ନିଜ ଚ୍ୟାନେଲ ଉପରେ ମଧ୍ୟ ବିପଦ ଆସିପାରେ
|||। ନମସ୍କାର। |||