Перейти к содержимому

ମହାପ୍ରଭୁଙ୍କ ବାନାରେ କ’ଣ ରହିଛି ବିଶେଷତ୍ୱ , ଜାଣନ୍ତୁ ପରମ୍ପରା | PATAKALAGI FULL VIDEO | Jay Jagannath TV

Jay Jagannath Bhakta

0:00 / 0:00

ମହାପ୍ରଭୁଙ୍କ ବାନାରେ କ’ଣ ରହିଛି ବିଶେଷତ୍ୱ , ଜାଣନ୍ତୁ ପରମ୍ପରା | PATAKALAGI FULL VIDEO | Jay Jagannath TV

1 154 просмотра · 1 дн. назад
Jay Jagannath Bhakta
73,7 тыс. подписчиков
1 154 просмотра · 1 дн. назад
ପୁରୀ ଶ୍ରୀମନ୍ଦିରର ୨୧୪ ଫୁଟ ଉଚ୍ଚରେ ଥିବା ନୀଳଚକ୍ରରେ ପ୍ରତିଦିନ କିପରି ସମ୍ପନ୍ନ ହୁଏ ଚୁନରା ସେବକଙ୍କ ଦ୍ୱାରା ପାଟକଲାଗି ନୀତି? ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପତିତପାବନ ବାନାରେ କ’ଣ ରହିଛି ରହସ୍ୟ ଓ ବିଶେଷତ୍ୱ? ପବନର ବିପରୀତ ଦିଗରେ ବାନା କାହିଁକି ଉଡ଼େ? ଜାଣନ୍ତୁ ଶ୍ରୀକ୍ଷେତ୍ରର ଏହି ଅଲୌକିକ ଓ ପ୍ରାଚୀନ ପରମ୍ପରା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ। Watch the sacred Patakalagi ritual performed atop the 214-foot Puri Shri Jagannath Temple. Learn about the divine significance, history, and mysteries surrounding the sacred Patitapabana Bana fluttering on the Nilachakra. 📌 ଏହି ଭିଡିଓରେ ଜାଣନ୍ତୁ: • ଶ୍ରୀମନ୍ଦିର ଚୂଳରେ ପାଟକଲାଗି ନୀତିର ବିଶେଷତା • ଚୁନରା ସେବକଙ୍କ ଦ୍ୱାରା ବାନା ପରିବର୍ତ୍ତନର ପ୍ରାଚୀନ ପରମ୍ପରା • ପତିତପାବନ ବାନାର ଆଧ୍ୟାତ୍ମିକ ରହସ୍ୟ ଓ ନିୟମ • ଶ୍ରୀକ୍ଷେତ୍ର ଓ ନୀଳଚକ୍ରର ମାହାତ୍ମ୍ୟ ପ୍ରତିଦିନ ଶ୍ରୀମନ୍ଦିରର ନୀତିକାନ୍ତି, ମଙ୍ଗଳ ଆଳତୀ, ଦର୍ଶନ ଏବଂ ପବିତ୍ର ପରମ୍ପରା ବିଷୟରେ ଜାଣିବା ପାଇଁ JAY JAGANNATH TV ଚ୍ୟାନେଲକୁ Subscribe କରନ୍ତୁ ଏବଂ Bell Icon ଦବାନ୍ତୁ। #JayJagannath #PuriJagannathTemple #Patakalagi #PatitapabanaBana #Nilachakra #JagannathDham #OdiaDevotional #JayJagannathTV ଶୁଣନ୍ତୁ ଭକ୍ତଙ୍କ ଦିବ୍ୟ ଏବଂ ଅତ୍ୟନ୍ତ ଆବେଗପୂର୍ଣ୍ଣ ଅନୁଭୂତି—ଯେଉଁଠି ମହାପ୍ରଭୁ ଜଗନ୍ନାଥଙ୍କ କୃପା, ଭକ୍ତି ଓ ଅଲୌକିକ ଅନୁଭବର କଥା ଆପଣ ଶୁଣିପାରିବେ ଅନେକ ଭକ୍ତମାନଙ୍କଠୁ | Please Like, Share and Subscribe to Jay Jagannath Bhakta! 🔔 ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ ଏବଂ ପ୍ରତିଦିନ ମହାପ୍ରଭୁଙ୍କ ମହିମା ଶୁଣନ୍ତୁ। 📡 Watch “JAY JAGANNATH TV” on DTH: ================================== Tataplay – Channel 1799 Dish TV – Channel 1397 Airtel Digital – Channel 615 Videocon D2H – Channel 1397 Sun Direct – Channel 490 ===================================== Also available on all cable networks across Odisha. 📞 Contact : 6372804618 if could not watch our channel 🌐 Follow us on social media for daily LIVE updates and darshan : ========================================= Facebook: / jayjagannathtv Instagram: / jayjagannathtv YouTube: / @jayjagannathtvofficial Twitter: https://x.com/JayJagannathTV #JayJagannathBhakta #JagannathTVBhakta #JayJagannathTvBhakta #JayJagannathTvLive #JagannathDhamPuri #JayJagannathTvBhaktaLive #PuriJagannathTemple #ShriJagannathDarshan #MangalAartiLive #JagannathShringar #PuriRathYatraLive #JagannathBhajan #OdishaTempleLive #DailyDarshanPuri #JaiJagannath2025 #JagannathSayanDarshan #PuriMandirAarti #JagannathFlagChange