Перейти к содержимому

ସୁବର୍ଣ୍ଣରେଖାର ଭୟଙ୍କର ରୂପ | Subarnarekha River Crosses Danger Mark |North Balasore Flooded |Odia News

News18 Odia

0:00 / 0:00

ସୁବର୍ଣ୍ଣରେଖାର ଭୟଙ୍କର ରୂପ | Subarnarekha River Crosses Danger Mark |North Balasore Flooded |Odia News

12 896 просмотров · 1 месяц назад
News18 Odia
6,22 млн подписчиков
12 896 просмотров · 1 месяц назад
Subarnarekha River Crosses Danger Mark | North Balasore Flooded | ODRAF, NDRF Teams Rescue People ବାଲେଶ୍ଵର ସୁବର୍ଣ୍ଣରେଖା ନଦୀ ବିପଦ ସଙ୍କେତ ଅତିକ୍ରମ କରିବା ଯୋଗୁଁ ଉତ୍ତର ବାଲେଶ୍ଵରର ବିଭିନ୍ନ ପଞ୍ଚାୟତ ଜଳବନ୍ଦୀ । ରାଜଘାଟ ନିକଟରେ ସୁବର୍ଣ୍ଣରେଖା ନଦୀର ବିପଦ ସଙ୍କେତ ୧୦.୩୬ ମିଟର ଥିବା ବେଳେ ବର୍ତ୍ତମାନ ୧୧.୬୭ ମିଟରରେ ଜଳସ୍ତର ପ୍ରଭାବିତ ହେଉଛି। ଭୋଗରାଇ, ଜଳେଶ୍ବର, ବାଲିଆପାଳର, ବସ୍ତାର ଅନେକ ପଞ୍ଚାୟତ ଜଳବନ୍ଦୀ ପରିସ୍ଥିତି ମଧ୍ୟରେ ରହିଥିବା ବେଳେ ପ୍ରଶାସନ ପକ୍ଷରୁ ପାୱାର ବୋଟରେ ଲୋକମାନେ ଜରୁରୀ କାର୍ଯ୍ୟରେ ଯାତାୟତ କରୁଛନ୍ତି। ପ୍ରଶାସନ ପକ୍ଷରୁ ଶୁଖିଲା ରନ୍ଧା ଖାଦ୍ୟ, ପାନୀୟ ଜଳ, ମେଡିସିନ ଯୋଗାଇ ଦିଆଯାଇଛି। ଏ ନେଇ ବିଭିନ୍ନ ବ୍ଲକରେ ଓଡ୍ରାଫ, ଏନଡିଆରଏଫ, ଅଗ୍ନିଶମ ଟିମ ମୁତୟନ କରାଯାଇ ଜଳବନ୍ଦୀ ମଧ୍ୟରେ ଥିବା ଲୋକଙ୍କୁ ଉପର ସ୍ଥାନକୁ ଉଦ୍ଧାର କରାଯାଇଛି। The Subarnarekha River has crossed the danger mark near Rajghat, triggering a serious flood situation in northern Balasore. With the danger level at 10.36 metres, the river water level has reached around 11.67 metres, leaving several panchayats in Bhograi, Jaleswar, Baliapal and Basta waterlogged. As floodwaters affect normal movement, the administration is using power boats to help people travel for essential needs. Dry cooked food, drinking water and medicines are also being provided to affected residents. ODRAF, NDRF and Fire Service teams have been deployed across several blocks to carry out rescue operations and evacuate people from flooded areas to safer locations. #News18Odia #OdiaNews #OdishaNews #OdishaFlood #BalasoreFlood #BalasoreNews #Subarnarekha #SubarnarekhaRiver #FloodUpdate #OdishaFloodNews #OdishaRain #HeavyRain #FloodRescue #NDRF #ODRAF #OdishaWeather #Bhograi #Jaleswar #Baliapal #Basta #BalasoreBreakingNews #OdishaBreakingNews News18 Odia is one of Odisha's leading and most trusted Odia news channels, bringing you the latest, fastest, and most reliable news from Odisha, India, and around the world. Stay informed with Breaking News, Odia News, Odisha News, Bhubaneswar News, and LIVE updates—all in one place. From politics, governance, and elections to district news, crime, weather, cyclones, business, education, entertainment, sports, technology, health, and lifestyle, News18 Odia delivers comprehensive news coverage 24x7. Watch News18 Odia LIVE for breaking news, exclusive reports, ground coverage, expert analysis, prime-time debates, and special programs. Follow News18 Odia for trusted journalism, real-time updates, and in-depth coverage of the stories that matter most to Odisha and beyond. -- ନ୍ୟୁଜ୍ ୧୮ ଓଡ଼ିଆ (News18 Odia) ହେଉଛି ଓଡ଼ିଶାର ଅଗ୍ରଣୀ ଏବଂ ସର୍ବାଧିକ ବିଶ୍ୱସନୀୟ ଓଡ଼ିଆ ଖବର ଚ୍ୟାନେଲ୍। ଓଡ଼ିଶା, ଦେଶ ତଥା ସମଗ୍ର ବିଶ୍ୱର ସର୍ବଶେଷ, ଦ୍ରୁତ ଏବଂ ସଠିକ୍ ଖବର ଆପଣଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ। ବ୍ରେକିଂ ନ୍ୟୁଜ୍, ଓଡ଼ିଶାର ଟିକିନିଖି ଖବର, ଭୁବନେଶ୍ୱର ଖବର ଏବଂ ଲାଇଭ୍ (LIVE) ଅପଡେଟ୍ ପାଆନ୍ତୁ କେବଳ ଗୋଟିଏ ସ୍ଥାନରେ। ରାଜନୀତି, ଶାସନ ଏବଂ ନିର୍ବାଚନ ଠାରୁ ଆରମ୍ଭ କରି ଜିଲ୍ଲା ଖବର, ଅପରାଧ, ପାଣିପାଗ, ବାତ୍ୟା, ବ୍ୟବସାୟ, ଶିକ୍ଷା, ମନୋରଞ୍ଜନ, କ୍ରୀଡ଼ା, ଟେକ୍ନୋଲୋଜି, ସ୍ୱାସ୍ଥ୍ୟ ଏବଂ ଲାଇଫଷ୍ଟାଇଲ୍ ପର୍ଯ୍ୟନ୍ତ, ନ୍ୟୁଜ୍ ୧୮ ଓଡ଼ିଆ ୨୪ ଘଣ୍ଟା (24x7) ଖବର ପ୍ରସାରଣ କରିଥାଏ। ନିର୍ଭରଯୋଗ୍ୟ ସାମ୍ବାଦିକତା, ରିଅଲ୍-ଟାଇମ୍ ଅପଡେଟ୍ ଏବଂ ଓଡ଼ିଶା ତଥା ବାହାରର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀର ସଠିକ୍ ଖବର ପାଇଁ ଆଜି ହିଁ ନ୍ୟୁଜ୍ ୧୮ ଓଡ଼ିଆ ସହିତ ଯୋଡ଼ି ହୋଇ ରୁହନ୍ତୁ। Follow Every Breaking Story LIVE 🔴 Watch News18 LIVE 24x7: https://youtube.com/live/P03Ozb37nxI Download our News18 Mobile App - https://onelink.to/desc-youtube Please visit our website https://bit.ly/2YaikeJ for the latest opinions and detailed news coverage. Follow us on Facebook:   / news18odia   Twitter: https://twitter.com/news18odia?lang=en Website: https://bit.ly/2YaikeJ Subscribe to our channel to get the latest news and updates https://tinyurl.com/y46bt2fm ID_OD_KU