Перейти к содержимому

Swagatam Su Swagatam | Odia Song | Welcome Song | Patrotic song |Swikruti sahoo

Swikruti Sahoo Official

0:00 / 0:00

Swagatam Su Swagatam | Odia Song | Welcome Song | Patrotic song |Swikruti sahoo

55 305 просмотров · 2 года назад
Swikruti Sahoo Official
2,08 тыс. подписчиков
55 305 просмотров · 2 года назад
#swagatamsuswagatam#swikrutisahoo #welcomesong#odiasong #patroticsongs#patroticsong #schoolsongs#swikrutisahooofficial Jay maa kantheswari🙏🙏 Thanks you for watching this song . If u like it then plz do like, share, comment nd subscribe🙏 need ur blessings nd support Song credit ...💐💐 .. Song :: Swagatam Su Swagatam Singer :: Swikruti sahoo (9692744635) Lyrics :: Dr Sahadev swain Music :: Srinibash Biswala l Mix mastering:: Subhajit Edit :: Nyaya Ranjan Studio :: Crunchy Bbsr Producer :: Dr Sahadev swain Banner : Swikruti sahoo official Copy right :: Swikruti sahoo official ................................ Full song Available Spotify Jiosavan Gaana Hungama Wynkmusic Please🙏🙏 Subscribe**Like**comment❤❤ #SwagatamSuSwagatam #SwikrutiSahooOfficial #SwikrutiSahoo #OdiaSong #NewOdiaSong #OdiaMusic #OdiaBhajan #JagannathBhajan #OdiaDevotional #BhaktiSong #OdiaAlbumSong #ViralOdiaSong #OdiaCulture #OdiaSinger #DRSSCreation Swagatam Su Swagatam Odia Song, Swikruti Sahoo Official, Swikruti Sahoo New Song, New Odia Song 2026, Odia Bhajan 2026, Jagannath Bhajan Odia, Odia Devotional Song, Latest Odia Song, Viral Odia Song, Odia Music Video, Bhakti Geet Odia, Odia Album Song, DR Sahadev Swain Creation, Soujanya Ratha Song, Odia Festival Song, Odia Singer Swikruti Sahoo. #swikrutisahoo #swagatamsuswagatam #devotionalsong #music #odiatrending_songs #welcomesong #maakantheswari #jagannathbhajan #trendingshorts#viralvideo #song Lyrics.... ସ୍ଵାଗତମ୍ ସୁ ସ୍ଵାଗତମ୍ ସ୍ଵାଗତମ୍ ସୁ ସ୍ଵାଗତମ୍... ସ୍ଵାଗତମ୍ ସୁ ସ୍ଵାଗତମ୍ ହେ ମହାନୁଭବ ନମସ୍କାରମ୍... ଶହେ ବର୍ଷର ପବିତ୍ର ବାର୍ତ୍ତା କରିବୁ ଆମେ ପରିବେଷଣ.. ସବୁ ଗୁରୁ ମାନଙ୍କୁ ସବୁ ଛାତ୍ରଛାତ୍ରୀଙ୍କୁ କରିବୁରେ ଆମେ ସ୍ମରଣ.... ଶାଳିଅଞ୍ଚ ଆମରି ଗ୍ରାମ କଣ୍ଠେଶ୍ଵରୀଙ୍କୁ କରିବା ପ୍ରଣାମ... ବନ୍ଦେ ମାଆ ତରମ୍..... ସ୍ଵାଗତମ୍ ସୁ ସ୍ଵାଗତମ୍...!!୦!! ସଦାନନ୍ଦ ଜଗନ୍ନାଥ ଆଉ ଗୋପିନାଥ ସେଠାରୁ ଆରମ୍ଭ କର... ପ୍ରଭଞ୍ଜନଙ୍କ ପର୍ଯ୍ୟନ୍ତ ସମସ୍ତ ଗୁରୁଙ୍କୁ ଶତ ଶତ ପ୍ରଣାମ କର... ଗୁରୁ ହିଁ ତ ଜ୍ଞାନର ସାକ୍ଷାତ ପ୍ରମାଣ ଏକଥା ଆମେ ଜାଣିଛୁ... ସା ବିଦ୍ୟା ଯା ବିମୁକ୍ତୟେ ଏ କଥା ଆମେ ପଢିଛୁ... ଜୟ ଜୟ ମାଆ କଣ୍ଠେଶ୍ଵରୀ ସୁଖେ ଦୁଃଖେ ସାହା ସେ ଆମରି ବନ୍ଦେ ମାଆ ତରମ୍......!!୧!! କେଶବା ନନ୍ଦଙ୍କ ଠାରୁ ବର୍ତ୍ତମାନ ଛାତ୍ରଛାତ୍ରୀ ବିଦ୍ୟାଳୟର ଗରବ....... ଗ୍ରାମବାସୀଙ୍କ ଉଦ୍ୟମ ଯୋଗୁଁ ଶତ ବାର୍ଷିକ ପାଳନ ହୋଇଛି ଆଜି ସମ୍ଭବ.... ମାଆ କଣ୍ଠେଶ୍ଵରୀ ଆଉ ଶୈଳେଶ୍ଵର ଅଛନ୍ତି ପ୍ରଭୁ ହନୁମାନ... ମାଆ ଶାରଳାଙ୍କ ଶୁଭ ଆଶୀର୍ବାଦ ଅଛି ସଦା ବିଦ୍ୟମାନ... ସଭିଁଙ୍କ ଆକ୍ଳାନ୍ତ ପରିଶ୍ରମ ଆମ ଗ୍ରାମ ଆଦର୍ଶ ଗ୍ରାମ.... ବନ୍ଦେ ମାଆ ତରମ୍........ ସ୍ଵାଗତମ୍ ସୁ ସ୍ଵାଗତମ୍...!!୨!!