ଭୁବନେଶ୍ୱରରେ ନୂଆ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ.. | D. Purandeshwari in Odisha | Nandi Live
Nandi Live
0:00 / 0:00
ଭୁବନେଶ୍ୱରରେ ନୂଆ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ.. | D. Purandeshwari in Odisha | Nandi Live
412 просмотров · 1 день назад
Nandi Live
22,6 тыс. подписчиков
412 просмотров · 1 день назад
ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି ଓଡ଼ିଶା ବିଜେପିର ନବନିଯୁକ୍ତ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଓ ସହପ୍ରଭାରୀ ସ୍ୱଦେଶ ସିଂ। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଦଳୀୟ ନେତାଙ୍କର ରାଜ୍ୟ କାର୍ଯ୍ୟାଳୟରେ ପଦାଧିକାରୀ ବୈଠକ ରହିଛି।
୩୭ଟି ସାଙ୍ଗଠନିକ ଜିଲ୍ଲାର ପ୍ରଭାରୀଙ୍କ ସହ ଆଲୋଚନା ସହ ରାଜ୍ୟର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଓ ଦଳୀୟ ସଂଗଠନ ନେଇ ଆଲୋଚନା ହେବ। ଭୁବନେଶ୍ୱରରେ ପହଞ୍ଚି ଡି. ପୁରନ୍ଦେଶ୍ୱରୀ କହିଛନ୍ତି, ସରକାର ଓ ସଂଗଠନ ମଧ୍ୟରେ ସମନ୍ୱୟ ରଖି ଦଳକୁ ଆହୁରି ମଜଭୂତ କରାଯିବ। ପଞ୍ଚାୟତ ନିର୍ବାଚନ ନେଇ ଦଳୀୟ କାର୍ଯ୍ୟକର୍ତ୍ତା ପ୍ରସ୍ତୁତ ଥିବା ନେଇ ମଧ୍ୟ ସେ ମତ ରଖିଛନ୍ତି।
Newly appointed Odisha BJP in-charge D. Purandeshwari and co-in-charge Swadesh Singh have arrived in Bhubaneswar on a two-day visit to the state.
Purandeshwari is scheduled to hold meetings with party office-bearers and in-charges of 37 organisational districts, with discussions expected on the current political situation and organisational affairs. Speaking after her arrival, she said coordination between the government and the organisation would be given importance as the BJP works to strengthen the party in Odisha.
#DPurandeshwari #SwadeshSingh #OdishaBJP #BJP Odisha #PanchayatElection #OdishaPolitics #BJPOrganisation #Bhubaneswar #OdishaPolitics #OdishaNews #OdiaNews #NandiLive
📢 Follow us for daily updates:
🔹 Facebook: tinyurl.com/mssa4drd
🔹 Instagram: tinyurl.com/3k6r2mmm
🔹 YouTube: / @nandilive
🔹X (Twitter): tinyurl.com/58zpb4zy
🔔 Like • Share • Subscribe • Follow