Перейти к содержимому

Office ରୁ ଆସିଲା ପରେ ଦିନ ଟା ମୋର କେମିତି କଟେ || Adi Aru Masti

Adi Aru Masti😁😁

0:00 / 0:00

Office ରୁ ଆସିଲା ପରେ ଦିନ ଟା ମୋର କେମିତି କଟେ || Adi Aru Masti

82 просмотра · 2 дня назад
Adi Aru Masti😁😁
136 подписчиков
82 просмотра · 2 дня назад
ଅଫିସ ରୁ ଘରକୁ ଆସିବା ପରେ ମୋର ଦିନଟା କେମିତି କଟେ? 😊 ଅଫିସର କାମ ସରିଲା ପରେ ଘରର କାମ, ସଫାସୁଫା, ଆଉ ମୋ ପିଲାମାନଙ୍କ ସହିତ ସମୟ—ସବୁକିଛି ନେଇ ଆଜିର ଏହି ଛୋଟ ଭ୍ଲଗ୍। ❤️ ଘର ଓ ଅଫିସ ଦୁଇଟାକୁ ସମ୍ଭାଳି ଦିନଟା କେମିତି ବିତିଯାଏ, ସେଇ ଦୈନନ୍ଦିନ ଜୀବନର କିଛି ମୁହୂର୍ତ୍ତ ଆପଣମାନଙ୍କ ସହ share କରିଛି। 🏠👩‍💼👩‍👦‍👧 ଭିଡିଓଟି ଭଲ ଲାଗିଲେ Like 👍 | Comment 💬 | Share ❤️ | Subscribe 🔔 କରିବାକୁ ଭୁଲିବେନି। #workingmom #odiavlog #odiafamilyvlog #odiayoutuber #twokidsmom #happyfamily