23 ରାତି..ସବୁ କରିଦେବ ଛାରଖାର ! | Odisha Reporter
Odisha Reporter
0:00 / 0:00
23 ରାତି..ସବୁ କରିଦେବ ଛାରଖାର ! | Odisha Reporter
6 439 просмотров · 8 ч назад
Odisha Reporter
2,98 млн подписчиков
6 439 просмотров · 8 ч назад
23 ରାତି..ସବୁ କରିଦେବ ଛାରଖାର ! | Odisha Reporter
୨୩ ରାତିରେ ହେବ ଗଞ୍ଜାମ, ଗଜପତି ଜିଲ୍ଲା ପାଇଁ କାଳ ରାତି
ଜିଲ୍ଲା ପ୍ରଶାସନ ଆଖିରେ ନିଦ ନାହିଁ । ତଳି ଅଞ୍ଚଳ ବୁଲୁଛନ୍ତି ଜିଲ୍ଲାପାଳ । ଭାବୁଛନ୍ତି ଆସୁଥିବା ଲଘୁଚାପ କେତେବେଳେ ଲ୍ୟାଣ୍ଡଫଲ କରିବ। ଅଧିକ ପ୍ରଭାବିତ ହେବ ଦକ୍ଷିଣ ଓଡିଶା। ପୁରା ଅଶାନ୍ତ ସମୁଦ୍ର। ଘୁ ଘୁ ଗର୍ଜନ କରୁଛି। ଗତକାଲି ରାତିରୁ ଅବିଶ୍ରାନ୍ତ ବର୍ଷା ଢାଳୁଛି।ବର୍ଷା ଆଉ ପବନରେ କିଛି ସ୍ଥାନରେ ଗଛ ପଡ଼ିବା ପରେ ୩୨୬ ନମ୍ବର ଜାତୀୟ ରାଜପଥରେ ପ୍ରଭାବିତ ହୋଇଛି ଗାଡ଼ି ଚଳାଚଳ।
#odishareporter #odisha #ajirakhabar #cyclone #cyclonealert #ajiranews #trending #ganjam #gajpati #specialstory #specialpackage #imd #bbsr #delhi
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter