Перейти к содержимому

ଧର୍ମସ୍ଥଳର ଅଦ୍ଭୁତ ରହସ୍ୟ 😱 | ମଞ୍ଜୁନାଥ ମନ୍ଦିର ଓ ବାହୁବଳୀ ଦର୍ଶନ 🙏 | Dharmasthala Vlog

Mr Odisha Vlogger

0:00 / 0:00

ଧର୍ମସ୍ଥଳର ଅଦ୍ଭୁତ ରହସ୍ୟ 😱 | ମଞ୍ଜୁନାଥ ମନ୍ଦିର ଓ ବାହୁବଳୀ ଦର୍ଶନ 🙏 | Dharmasthala Vlog

123 просмотра · 5 дней назад
Mr Odisha Vlogger
203 подписчика
123 просмотра · 5 дней назад
ନମସ୍କାର ଦୋସ୍ତମାନେ ❤️ ଆଜିର ଏହି ଭ୍ଲଗ୍‌ରେ ଆମେ ପହଞ୍ଚିଛୁ କର୍ଣ୍ଣାଟକର ପବିତ୍ର ଧର୍ମସ୍ଥଳ। 🙏 ଏଠାରେ ଆମେ ଦର୍ଶନ କରିବା ଶ୍ରୀ ମଞ୍ଜୁନାଥ ସ୍ୱାମୀ ମନ୍ଦିର, ଜାଣିବା ମନ୍ଦିରର ଇତିହାସ ଓ ଏକ ରୋଚକ ପରମ୍ପରା—ମନ୍ଦିରର ପରିଚାଳନା ଜୈନ ପରିବାର ଦ୍ୱାରା ହେଉଥିବାବେଳେ ପୂଜାପାଠ ହିନ୍ଦୁ ପରମ୍ପରା ଅନୁସାରେ କରାଯାଏ। ❤️ ଏହା ସହିତ ଦେଖିବା ବିଶାଳ ବାହୁବଳୀ ମୂର୍ତ୍ତି, ଅନ୍ନଦାନ ଏବଂ ଧର୍ମସ୍ଥଳର ସୁନ୍ଦର ପରିବେଶ। 🌿🙏 ଭିଡିଓଟି ଭଲ ଲାଗିଲେ LIKE 👍 | SHARE ❤️ | SUBSCRIBE 🔔 କରିବାକୁ ଭୁଲିବେ ନାହିଁ। ଜୟ ଶ୍ରୀ ମଞ୍ଜୁନାଥ 🙏🚩 #Dharmasthala #DharmasthalaVlog #ManjunathaSwamy #DharmasthalaTemple #Bahubali #KarnatakaTourism #OdiaVlogger #OdishaVlogger #TravelVlog #TempleVlog #MrOdishaVlogger