ଆଣ୍ଠୁଗଣ୍ଠି ବାତ ରୋଗ - କାରଣ, ଚିକିତ୍ସା, ଆଣ୍ଠୁ ପ୍ରତିରୋପଣ | Dr PC Dey on Arthritis & Knee Replacement
Swasthya Plus Odia
0:00 / 0:00
ଆଣ୍ଠୁଗଣ୍ଠି ବାତ ରୋଗ - କାରଣ, ଚିକିତ୍ସା, ଆଣ୍ଠୁ ପ୍ରତିରୋପଣ | Dr PC Dey on Arthritis & Knee Replacement
239 220 просмотров · 5 лет назад
Swasthya Plus Odia
805 тыс. подписчиков
239 220 просмотров · 5 лет назад
#Arthritis #KneeReplacement #DoctorAdvice
ବୟସ ବଢ଼ିଲେ ଆମ ଶରୀରର ହାଡ଼ଗୁଡ଼ିକ ଦୁର୍ବଳ ହୋଇପଡ଼ନ୍ତି। ଫଳରେ ବିଭିନ୍ନ ଗଣ୍ଠି ଜନିତ ସମସ୍ୟା ଦେଖାଯାଏ। ଆଣ୍ଠୁଗଣ୍ଠି ବାତ, ଅଷ୍ଟିଓପୋରସିସ୍, ଅଷ୍ଟିଓଆର୍ଥ୍ରାଇଟିସ୍ ଇତ୍ୟାଦି। ତେବେ କେମିତି କରିବେ ଆଣ୍ଠୁଗଣ୍ଠି ବାତ ରୋଗର ଚିକିତ୍ସା? ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ପରେଶ ଚନ୍ଦ୍ର ଦେ’ଙ୍କଠାରୁ ଆଣ୍ଠୁଗଣ୍ଠି ବାତ ରୋଗର ଚିକିତ୍ସା, ସଫଳ ଆଣ୍ଠୁ ପ୍ରତିରୋପଣ ବିଷୟରେ ଆସନ୍ତୁ ଜାଣିବା।
ଏହି ଭିଡିଓରେ ରହିଛି,
ଆଣ୍ଠୁଗଣ୍ଠି ବାତ ରୋଗ କ’ଣ? (0:00)
ଆଣ୍ଠୁଗଣ୍ଠି ବାତ ରୋଗ କାହିଁକି ହୁଏ? (0:51)
ଗଣ୍ଠିବାତ ଜନିତ ବିଭିନ୍ନ ରୋଗ (3:21)
ଗଣ୍ଠିବାତ ରୋଗକୁ ଚିହ୍ନିବେ କେମିତି? (5:21)
ଗଣ୍ଠିବାତ ରୋଗର ନିରାକରଣ (6:24)
ଆଣ୍ଠୁଗଣ୍ଠି ବାତ ରୋଗର ଚିକିତ୍ସା (9:58)
ଆଣ୍ଠୁ ପ୍ରତିରୋପଣକୁ ଡରନ୍ତୁ ନାହିଁ (15:50)
ଡାକ୍ତର ପରେଶ ଚନ୍ଦ୍ର ଦେ ହେଉଛନ୍ତି ଓଡ଼ିଶାର ଜଣେ ଜଣାଶୁଣା ଏଣ୍ଡୋସ୍ପାଇନ ଆଣ୍ଡ ସ୍ପୋର୍ଟସ ଇଞ୍ଜୁରୀ ସର୍ଜନ। ଗଣ୍ଠିବାତ ରୋଗ, ଆଣ୍ଡୁ ପ୍ରତିରୋପଣ ତଥା ସ୍ପୋଷ୍ଟ୍ସ ଇଞ୍ଜୁରୀର ଅତ୍ୟାଧୁନିକ ଚିକିତ୍ସା କ୍ଷେତ୍ରରେ ତାଙ୍କର ରହିଛି ଦୀର୍ଘ ଦିନର ଅନୁଭୂତି। ବର୍ତ୍ତମାନ ଡାକ୍ତର ଦେ’ ଭୁବନେଶ୍ଵରରେ ରହି ଚିକିତ୍ସା କରୁଛନ୍ତି। ତାଙ୍କ ସହ ଯୋଗାଯୋଗ କରିବା ପାଇଁ 9438800020 ନମ୍ବରରେ କଲ୍ କରିପାରିବେ।
Dr PC Dey is a well-known Endospine & Joint Replacement Surgeon in Odisha. He has deep experience in the advanced treatment of arthritis, Knee Replacement, Endospine & Sports injury. Dr Dey currently resides in Bhubaneswar. You can contact him on 9438800020.
As we grow older, our bones become weaker. It results in a variety of joint problems. Arthritis, Osteoporosis, Osteoarthritis, and so on. So how to treat Arthritis? Let's find out what Dr PC Dey, an Endospine & Joint Replacement Surgeon, has to say about the treatment of Arthritis & Knee Replacement.
In this video,
What is Joint Arthritis? (0:00)
Causes of Joint Arthritis (0:51)
Various diseases associated with Arthritis (3:21)
Diagnose of Joint Arthritis (5:21)
Prevention of Joint Arthritis (6:24)
Treatment of Joint Arthritis (9:58)
Don’t be afraid of Knee Replacement (15:50)
Subscribe Now & Live a Healthy Life!
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at hello@odicast.com
Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!