Перейти к содержимому

ଅଣସର ଘର କେଉଁଠି କହିଦେଲେ ବଡ଼ ଠାକୁରଙ୍କ ବାଡ଼ଗ୍ରାହୀ|Ananya Jagannath Niyara Sebayat |Ep -1 |Anasara Ghara

Prarthana Life

0:00 / 0:00

ଅଣସର ଘର କେଉଁଠି କହିଦେଲେ ବଡ଼ ଠାକୁରଙ୍କ ବାଡ଼ଗ୍ରାହୀ|Ananya Jagannath Niyara Sebayat |Ep -1 |Anasara Ghara

63 339 просмотров · 3 мес. назад
Prarthana Life
2,42 млн подписчиков
63 339 просмотров · 3 мес. назад
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗୁପ୍ତ ନୀତିକାନ୍ତିର ଅଲୌକିକ ରହସ୍ୟ ଜାଣିବା ପାଇଁ ପ୍ରାର୍ଥନା ଲାଇଫ୍‌ର ସ୍ୱତନ୍ତ୍ର କାର୍ଯ୍ୟକ୍ରମ "ଅନନ୍ୟ ଜଗନ୍ନାଥ ନିଆରା ସେବାୟତ" (Ananya Jagannath Niyara Sebayat) ର ଏହି ସ୍ୱତନ୍ତ୍ର ଅଧ୍ୟାୟକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ପବିତ୍ର ସ୍ନାନ ପୂର୍ଣ୍ଣିମା ପରେ ଜ୍ୱରରେ ପୀଡ଼ିତ ହୋଇ ଶ୍ରୀଜୀଉମାନେ ଅଣସର ଘରକୁ ଚାଲିଯାଆନ୍ତି। ଏହି ସମୟରେ ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ବାଡ଼ଗ୍ରାହୀ ମହାପ୍ରଭୁଙ୍କ ଅଣସର ଘର ଏବଂ ଦଇତାପତି ସେବକମାନଙ୍କ ଦ୍ୱାରା କରାଯାଉଥିବା ଗୁପ୍ତ ସେବା ବିଷୟରେ କିଛି ଅକୁହା କଥା ପ୍ରକାଶ କରିଛନ୍ତି। #AnanyaJagannathNiyaraSebayat #AnasaraSeba #AnasaraRituals #SnanaPurnima #AnasaraGhara #JagannathSeba #Daitapati #RathaYatra2026 #OdiaCulture #PuriJagannath #AnasaraGharaSeba #Anasara2026 #PrarthanaLife Odisha's Leading Entertainment Channel Prarthana Life. ►SUBSCRIBE to Prarthana channel.    / @prarthanalife   ►Like us on Facebook   / prarthanalife   ►Follow us on Instagram https://www.instagram.com/prarthanali... ► Watch on TarangPlus app : https://tarangplus.in/devotional-list Visit our website for further details: www.prarthanatv.in