Перейти к содержимому

ମଲେ ମରିବି ଘର ଛାଡି ଯିବିନି! | Mohana Resident Refuses to Leave Home Despite Cyclone Evacuation Advice

Odisha Reporter

0:00 / 0:00

ମଲେ ମରିବି ଘର ଛାଡି ଯିବିନି! | Mohana Resident Refuses to Leave Home Despite Cyclone Evacuation Advice

42 998 просмотров · 6 ч назад
Odisha Reporter
2,99 млн подписчиков
42 998 просмотров · 6 ч назад
#ମଲେ_ମରିବି_ଘର_ଛାଡି_ଯିବିନି! ମୋହନା ପାହାଡିଆ ଅଞ୍ଚଳ ଢେପାନାଞ୍ଜ ଗାଁର ବାସିନ୍ଦା। ଜୀବନ ପଛ ଚାଲିଯାଉ, ସେ ତାଙ୍କ ଘର ଛାଡି କେଉଁଆଡେ ଯିବେନି ବୋଲି ଏକା ଜିଦ । ତାଙ୍କ କହିବା କଥା, ବର୍ଷକୁ ଥରେ ବତ୍ୟା ଆସିବ ଆଉ କୁହାଯିବ ସ୍କୁଲ ଘରକୁ ଚାଲ । କାହିଁକି ଆମେ ଯିବୁ ? ସରକାର ଆମ ପାଇଁ କିଛି ବ୍ୟବସ୍ଥା କରୁନାହାନ୍ତି । ଆମ ଭଙ୍ଗା ଘରକୁ ସଜାଡୁ ନାହାନ୍ତି । #Odisha #OdishaReporter #CycloneAlert #awashyojna #CMO #MohanCharanMajhi #Gajapati Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter