Перейти к содержимому

ଓଡ଼ିଶାର ଶେଷ ଗାଁ ଚଟୁପଦର। The Last Village of Odisha। Koraput Tribal People।Odia Village Vlog ।

KMNR Village Life

0:00 / 0:00

ଓଡ଼ିଶାର ଶେଷ ଗାଁ ଚଟୁପଦର। The Last Village of Odisha। Koraput Tribal People।Odia Village Vlog ।

455 просмотров · 6 ч назад
KMNR Village Life
3,63 тыс. подписчиков
455 просмотров · 6 ч назад
ନମସ୍କାର ବନ୍ଧୁମାନେ 🙏 ଆଜିର ଏହି ଭିଡ଼ିଓରେ ଆପଣମାନେ ଦେଖିବାକୁ ପାଇବେ ଓଡ଼ିଶାର ଶେଷ ଗାଁ। ଏହି ଗାଁର ନାଁ ଚଟୁପଦର । କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଅନ୍ତର୍ଗତ ସାଡ଼ାମ୍ ପଞ୍ଚାୟତ ରେ ଏହି ଗାଁଟି ରହିଛି। ଏହି ଗାଁଟି କୁ ଦେଖିଲେ ନବେ ଦଶକର ଏକ ଗାଁ ପରି ଲାଗେ। ଏହି ଗାଁକୁ ଗଲେ ଆପଣଙ୍କୁ ଲାଗିବ ଆପଣ କେମିତି ତିରିଶ ବର୍ଷ ପଛକୁ ଫେରି ଯାଇଛନ୍ତି। ଏହି ଗାଁରେ ମୋଟ ରେ ତିରିଶି ଘର ରହିଛି। ସେଥିରୁ ମାତ୍ର ଗୋଟିଏ ପକ୍କା ଘର ଅଛି। ଆଉ ସବୁ ମାଟି ଘର। ପ୍ରଶାସନ ଦୃଷ୍ଟି ଆଢୁଆଳରେ ରହିଯାଇଥିବା ଏହି ଗାଁର ଲୋକମାନେ ଆଜିବି ବହୁତ୍ ହିନସ୍ତା ଜୀବନ ଜୀଉଁଛନ୍ତି। ଯଦି ଆମର ଏହି ଭିଡ଼ିଓ ଟି ଆପଣଙ୍କୁ ଭଲ ଲାଗିଥାଏ, ତେବେ ଭିଡ଼ିଓରେ Like 👍 Share 🤳 Comment 💬କରନ୍ତୁ ଏବଂ ଆମ ଚ୍ୟାନେଲ କୁ Subscribe 🔔କରିବାକୁ ଭୂଳନ୍ତୁ ନାହିଁ। ଧନ୍ୟବାଦ 🙏♥️ #odisha #koraput #odishavillagelife #tribalvillage #adivasipeople #rurallife #odiavillagevlogs #koraputtourism #koraputia #thelastvillageofodisha #kmnrvillagelife