Перейти к содержимому

କୋଟପାଡ଼ ଶାଢ଼ୀ କିପରି ପ୍ରସ୍ତୁତ ହୁଏ || How Kotpad Sarees are made || Koraput

Devi Datta Dash [MBBS]

0:00 / 0:00

କୋଟପାଡ଼ ଶାଢ଼ୀ କିପରି ପ୍ରସ୍ତୁତ ହୁଏ || How Kotpad Sarees are made || Koraput

696 просмотров · 10 дней назад
Devi Datta Dash [MBBS]
77 подписчиков
696 просмотров · 10 дней назад
କୋଟପାଡ଼ ଶାଢ଼ୀ — କେବଳ ଗୋଟିଏ ଶାଢ଼ୀ ନୁହେଁ, ଏହା ପଛରେ ଅଛି ଅନେକ ଲୋକଙ୍କ ପରିଶ୍ରମ, ଦକ୍ଷତା ଆଉ ଏକ ସୁନ୍ଦର ପରମ୍ପରା। ଏହି ଯାତ୍ରାରେ ଆମେ କୋରାପୁଟର କୋଟପାଡ଼ ଆଉ ଏହାର ଆଖପାଖ ଗାଁକୁ ଯାଇ, ନିଜ ଆଖିରେ ଦେଖିଲୁ କିପରି ପାରମ୍ପରିକ ପ୍ରଣାଳୀରେ କୋଟପାଡ଼ ଶାଢ଼ୀ ତିଆରି ହୁଏ। ବୋଟାସଣାରେ ନବୀନ ଭାଇ ଓ ତାଙ୍କ ପରିବାର ସହ କିଛି ସମୟ ବିତାଇଲୁ, କୋଟପାଡ଼ରେ ପଦ୍ମଶ୍ରୀ ଗୋବର୍ଦ୍ଧନ ପାଣିକାଙ୍କ ସହ କଥା ହେଲୁ, ଆଉ ଭାନସୁଲିର ତନ୍ତି ସାହିରେ ଘରେ ଘରେ ଚାଲୁଥିବା ହାତତନ୍ତକୁ ଦେଖିଲୁ। ଏହି ଭିଡିଓଟି କେବଳ ଗୋଟିଏ ଶାଢ଼ୀ କିପରି ତିଆରି ହୁଏ ତାହା ବିଷୟରେ ନୁହେଁ… ଏହା ସେହି ଲୋକମାନଙ୍କ କାହାଣୀ, ଯେଉଁମାନେ ଆଜି ବି ନିଜ ହାତରେ ଏହି କଳାକୁ ଜୀବନ୍ତ ରଖିଛନ୍ତି। KOTPAD — The Story Behind a Saree 📍 Kotpad, Koraput, Odisha #Kotpad #KotpadSaree #Koraput #Odisha #Handloom