Перейти к содержимому

|| BirthdayParty||🫰ଆମ ଗେହ୍ଲା ଝିଅ ଲକ୍ଷ୍ମୀପ୍ରିୟାର ଜନ୍ମଦିନ ସେଲିବ୍ରେସନ 🎂 | Happy Birthday Laxmipriya ❤️🫰

Asha with laxmipriya life

0:00 / 0:00

|| BirthdayParty||🫰ଆମ ଗେହ୍ଲା ଝିଅ ଲକ୍ଷ୍ମୀପ୍ରିୟାର ଜନ୍ମଦିନ ସେଲିବ୍ରେସନ 🎂 | Happy Birthday Laxmipriya ❤️🫰

324 просмотра · 7 дн. назад
Asha with laxmipriya life
61 подписчик
324 просмотра · 7 дн. назад
ଆମ ଗେହ୍ଲା ଝିଅ ଲକ୍ଷ୍ମୀପ୍ରିୟାର ଜନ୍ମଦିନ ସେଲିବ୍ରେସନ 🎂 | Happy Birthday Laxmipriya ❤️ ଜୟ ଜଗନ୍ନାଥ 🙏, ଆପଣ ସମସ୍ତଙ୍କୁ ଆମର ଏହି ଭିଡିଓକୁ ବହୁତ ବହୁତ ସ୍ୱାଗତ। ଆମ ଗେହ୍ଲା ଝିଅ ଲକ୍ଷ୍ମୀପ୍ରିୟା (Laxmipriya) ର ଜନ୍ମଦିନ। ସେଥିପାଇଁ ଛୋଟ ସେଲିବ୍ରେସନର ଆୟୋଜନ କରାଯାଇଥିଲା। ଆମେ ସମସ୍ତେ ମିଶି କେମିତି ତାର ଜନ୍ମଦିନ ପାଳନ କଲୁ, ସେହି ସବୁ ଖୁସିର ମୁହୂର୍ତ୍ତକୁ ଏହି ଭିଡିଓ ମାଧ୍ୟମରେ ଆପଣମାନଙ୍କ ସହ ସେୟାର କରୁଛୁ। ଆଶା କରୁଛୁ ଆପଣମାନଙ୍କୁ ଆମର ଏହି ଭିଡିଓଟି ନିଶ୍ଚୟ ପସନ୍ଦ ଆସିବ। ଭିଡିଓଟି ଭଲ ଲାଗିଲେ ଲାଇକ, ସେୟାର ଏବଂ କମେଣ୍ଟ କରିବାକୁ ଭୁଲିବେନି। ଆଉ ଆମ ଝିଅ ଲକ୍ଷ୍ମୀପ୍ରିୟାକୁ ଆପଣଙ୍କର ଆଶୀର୍ବାଦ ଓ ଭଲପାଇବା ନିଶ୍ଚୟ ଦେବେ। • BirthdayCelebration • #DaughterBirthday • #HappyBirthdayLaxmipriya • #BirthdayVlog • #OdiaVlog • #FamilyCelebration • #BirthdayParty • #CuteDaughter