Перейти к содержимому

କାର୍ତ୍ତିକ ମାସର ପାହାନ୍ତିଆ ପୂଜା 🙏 | ଚୁଇଁ ସହ ମୋର ମଜାଦାର କାଣ୍ଡ 😂

Sushree Swagatika

0:00 / 0:00

କାର୍ତ୍ତିକ ମାସର ପାହାନ୍ତିଆ ପୂଜା 🙏 | ଚୁଇଁ ସହ ମୋର ମଜାଦାର କାଣ୍ଡ 😂

295 просмотров · 2 дн. назад
Sushree Swagatika
32 подписчика
295 просмотров · 2 дн. назад
ଆଜିର vlog ରେ ଆପଣମାନଙ୍କୁ ନେଇଯିବି ଆମ କାର୍ତ୍ତିକ ମାସର ଏକ ସୁନ୍ଦର ପାହାନ୍ତିଆ ସକାଳକୁ। ❤️🙏 ସକାଳୁ ଉଠି ଠାକୁରଙ୍କ ପୂଜା, ତୁଳସୀ ଚଉରାରେ ଦୀପ ଜାଳିବା, ମୁରୁଜ ପକାଇବା ଓ କାର୍ତ୍ତିକ ମାସର ଭକ୍ତିମୟ ପରିବେଶ ସହିତ ରହିଛି ଆମ ଘରର କିଛି ମଜାଦାର ମୁହୂର୍ତ୍ତ। 😍 ଆଉ ଚୁଇଁ ସହ ମୋର ମଜାଦାର କାଣ୍ଡ ଦେଖିବାକୁ vlog ଟି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। 😂❤️ 🙏 ଜୟ ଜଗନ୍ନାଥ 🙏 ଭିଡିଓଟି ଭଲ ଲାଗିଲେ Like, Share ଓ Subscribe କରିବାକୁ ଭୁଲିବେନି। #KartikaMasa #OdiaVlog #MorningPuja #TulasiPuja #OdiaFamilyVlog #OdiaYouTuber #DailyVlog #OdiaLifestyle #JaiJagannath #FamilyMoments