ଭୁଲ୍ ଇଞ୍ଜେକ୍ସନ୍ ଦେଇଦେଲେ ଡାକ୍ତର,ଚାଲିଗଲା କିନ୍ନରଙ୍କ ଜୀବନ ! Transgender Person Dies At Deogarh Hospital
Pratidin TV
0:00 / 0:00
ଭୁଲ୍ ଇଞ୍ଜେକ୍ସନ୍ ଦେଇଦେଲେ ଡାକ୍ତର,ଚାଲିଗଲା କିନ୍ନରଙ୍କ ଜୀବନ ! Transgender Person Dies At Deogarh Hospital
1 686 просмотров · 7 часов назад
Pratidin TV
1,76 млн подписчиков
1 686 просмотров · 7 часов назад
ଭୁଲ୍ ଇଞ୍ଜେକ୍ସନ୍ ଦେଇଦେଲେ ଡାକ୍ତର,ଚାଲିଗଲା କିନ୍ନରଙ୍କ ଜୀବନ !ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ କିନ୍ନର ସଂଘ ପକ୍ଷରୁ ତୀବ୍ର ଉତ୍ତେଜନା ଦେଖାଦେଇଛି । ମୃତକ କିନ୍ନର ଜଣକ ଦେବଗଡ଼ ପୌରାଞ୍ଚଳ ବାସୁଦେବପୁରର ନଗେନ ବାଗ (୨୬) ବୋଲି ଜଣାପଡ଼ିଛି । ଜ୍ୱର ହେଉଥିବାରୁ ଆଜି ସକାଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମାତ୍ର ସନ୍ଧ୍ୟାରେ ଡାକ୍ତର ଏକ ଭୁଲ୍ ଇଞ୍ଜେକ୍ସନ୍ ଦେବା ପରେ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହେଉଛି । Transgender Person Dies At Deogarh Hospital
#Transgender #Atdeath #Deogarh #Hospital #pratidintv #Odisha
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha