ପୋଲିସକୁ ଖୋଲା ଚାଲେଞ୍ଜ ଦେଇ ଦିନବେଳେ ତାଲା ଭାଙ୍ଗି ଟଙ୍କା ଓ ସୁନା ଲୁଟିନେଲେ ଲୁଟେରା ! kendrapada loot case
Pratidin TV
0:00 / 0:00
ପୋଲିସକୁ ଖୋଲା ଚାଲେଞ୍ଜ ଦେଇ ଦିନବେଳେ ତାଲା ଭାଙ୍ଗି ଟଙ୍କା ଓ ସୁନା ଲୁଟିନେଲେ ଲୁଟେରା ! kendrapada loot case
2 017 просмотров · 1 день назад
Pratidin TV
1,76 млн подписчиков
2 017 просмотров · 1 день назад
ପୋଲିସକୁ ଖୋଲା ଚାଲେଞ୍ଜ ଦେଇ ଦିନବେଳେ ତାଲା ଭାଙ୍ଗି ଟଙ୍କା ଓ ସୁନା ଲୁଟିନେଲେ ଲୁଟେରା ! ଘଟଣାଟି ଘଟିଛି ଵାରୋ ପଞ୍ଚାୟତ ନୀଳିକଣା ଗାଁ ନିକଟରେ , ଵାରୋ ଅଙ୍ଗୁଳାଇ ରାସ୍ତା ପାର୍ଶ୍ୱରେ ନୂତନ ଘରକରି ରହୁଥିବା ଏକ ଘରେ l ଅଭିଯୋଗ କାରିଣୀ ଙ୍କ କହିବା ଅନୁଯାଇ ପ୍ରତେକ ଦିନ ପରି ମୋ ସ୍ୱାମୀ ଯଶୋବନ୍ତ ବେହେରା ସକାଳ ୮ ଟାରେ ଡିଉଟି କୁ ଗଲେ , ତା ପରେ ଦୁଇପୁଅ ଦିନ 10 ଟା ପୂର୍ବରୁ ସ୍କୁଲକୁ ବାହାରିଗଲେ ଆଉ ତାପରେ ମୁଁ ଘରର କିଛି ଟୁକୁରା କାମ ସାରି କିଛିଦୁରରେ ନିଜ ସାହିର ଥିବା ପୁରୁଣା ଘରେ ଥିବା ଗାଈ ବାଛୁରୀ ଙ୍କୁ ଖାଦ୍ୟ ଦେବା ପାଇଁ ଘର ର ମୁଖ୍ୟ କବାଟ ରେ ତାଲା ପକାଇ ଯାଇଥିଲେ l kendrapada loot case
#Odisha #pratidintv #lootcase #policecase
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha