କିଛି ରଙ୍ଗ, କିଛି ସ୍ବପ୍ନ, ଆଉ ଢେର ସାରା ଖୁସି...ମେହେନ୍ଦୀ ରାତିର କିଛି ସୁନ୍ଦର ସ୍ମୃତି 💚
Subha & Sanu,Shivansh vlogs
0:00 / 0:00
କିଛି ରଙ୍ଗ, କିଛି ସ୍ବପ୍ନ, ଆଉ ଢେର ସାରା ଖୁସି...ମେହେନ୍ଦୀ ରାତିର କିଛି ସୁନ୍ଦର ସ୍ମୃତି 💚
207 просмотров · 8 дней назад
Subha & Sanu,Shivansh vlogs
227 подписчиков
207 просмотров · 8 дней назад
ମୋ ଜୀବନର ସବୁଠୁ ସୁନ୍ଦର ମୁହୂର୍ତ୍ତ... ✨
ମେହେନ୍ଦୀର ରଙ୍ଗ ଗାଢ଼ ହେବା ପୂର୍ବରୁ ମନ ଭିତରେ ଅନେକ ସ୍ବପ୍ନ ସଜେଇ ସାରିଛି। ପରିବାର, ସାଙ୍ଗସାଥିଙ୍କ ହସ ଖୁସି ଭିତରେ ଏଇ ଛୋଟ ଛୋଟ ମୁହୂର୍ତ୍ତ ସବୁଦିନ ପାଇଁ ସ୍ମୃତି ହୋଇ ରହିଯିବ।
ଏ ମେହେନ୍ଦୀ କେବଳ ହାତରେ ଲାଗିନି, ହୃଦୟରେ ଲାଗି ରହିଛି।
ଭିଡିଓଟି ଭଲ ଲାଗିଲେ LIKE, SHARE ଆଉ SUBSCRIBE କରିବାକୁ ଭୁଲିବେନି।