Перейти к содержимому

ମୁଣ୍ଡିଆ ମାରୁଛି ପୋଲିସ କୁ, ମୋ ପୁଅ ଓ ଅଟୋ ଛାଡ଼ିଦିଅ!family of arrested ola Uber Auto drivers want mercy

Pratidin TV

0:00 / 0:00

ମୁଣ୍ଡିଆ ମାରୁଛି ପୋଲିସ କୁ, ମୋ ପୁଅ ଓ ଅଟୋ ଛାଡ଼ିଦିଅ!family of arrested ola Uber Auto drivers want mercy

31 797 просмотров · 3 недели назад
Pratidin TV
1,76 млн подписчиков
31 797 просмотров · 3 недели назад
ମୁଣ୍ଡିଆ ମାରୁଛି ପୋଲିସ କୁ, ମୋ ପୁଅ ଓ ଅଟୋ ଛାଡ଼ିଦିଅ ! ରାଜଧାନୀ ରେ ଅଟୋ ଚାଳକ ଆନ୍ଦୋଳନ ଘଟଣା। ଆନ୍ଦୋଳନ ରେ ଜବତ୍ କରାଯାଇଥିବା ଅଟୋ ଓ ଗିରଫ ହେଇଥିବା ଅଟୋ ଚାଳକ ଙ୍କ ପରିବାର ଲୋକେ ପୋଲିସ କମିଶନର ଙ୍କୁ ଭେଟିବା ପାଇଁ ପୋଲିସ ସେବା ଭବନ ରେ ପହଞ୍ଚିଛନ୍ତି। ଅନଲାଇନ ଅଟୋ ମହାସଂଘ ର ସଭାପତି ଦୀନବନ୍ଧୁ ନାୟକ ଙ୍କ ବିରୋଧ ରେ ଅଭିଯୋଗ ଆଣିବା ସହ ଭୁଲ ମାଗି ଗାଡ଼ି ଓ ଡ୍ରାଇଭର ମାନଙ୍କୁ ଛାଡ଼ିବା କୁ ଅନୁରୋଧ କରିଛନ୍ତି। ଭୁବନେଶ୍ୱରରେ ଓଲା (Ola), ଉବର (Uber) ଏବଂ ରାପିଡୋ (Rapido) ଚାଳକମାନଙ୍କ ଆନ୍ଦୋଳନ ଉଗ୍ରରୂପ ନେବା ପରେ ପୋଲିସ ଦ୍ୱାରା ଗିରଫ ହୋଇଥିବା ଡ୍ରାଇଭରମାନଙ୍କ ପରିବାର ଓ ପତ୍ନୀମାନେ ଏବେ ସରକାରଙ୍କୁ ଗୁହାରି କରିଛନ୍ତି। ନିଜ ପରିବାରର ଏକମାତ୍ର ରୋଜଗାରକ୍ଷମ ସଦସ୍ୟଙ୍କୁ ମୁକ୍ତ କରିବା ସହ ଜବତ ହୋଇଥିବା ଗାଡ଼ିଗୁଡ଼ିକୁ ଫେରସ୍ତ କରିବା ପାଇଁ ସେମାନେ କମିଶନରେଟ୍ ପୋଲିସ ଓ ରାଜ୍ୟ ସରକାରଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି। family of arrested ola Uber Auto drivers want mercy. #BhubaneswarAutoStrike #OlaUberDrivers #OdishaNews #DriversProtest #BhubaneswarNews Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha