Перейти к содержимому

🙏 ମହାକାଳ ଦର୍ଶନ 🔱Temple Full Tour | Darshan, History & Travel Guide

Rajashree & Lokanath journey

0:00 / 0:00

🙏 ମହାକାଳ ଦର୍ଶନ 🔱Temple Full Tour | Darshan, History & Travel Guide

430 просмотров · 8 дней назад
Rajashree & Lokanath journey
437 подписчиков
430 просмотров · 8 дней назад
🔱 ଜୟ ଶ୍ରୀ ମହାକାଳ 🙏 ହର ହର ମହାଦେବ 🔱 ଏହି ଭିଡିଓରେ ଆପଣମାନଙ୍କୁ ନେଇଯାଉଛି ମଧ୍ୟପ୍ରଦେଶର ପବିତ୍ର ଧାମ ଉଜ୍ଜୟିନୀ ମହାକାଳେଶ୍ୱର ଜ୍ୟୋତିର୍ଲିଙ୍ଗ ମନ୍ଦିର ଦର୍ଶନ ପାଇଁ। 🙏❤️ ବାବା ମହାକାଳଙ୍କ ଦିବ୍ୟ ଦର୍ଶନ, ମନ୍ଦିରର ସୁନ୍ଦର ପରିବେଶ ଏବଂ ଆମର ଉଜ୍ଜୟିନୀ ଯାତ୍ରାର କିଛି ସୁନ୍ଦର ଅନୁଭୂତି ଏହି ଭିଡିଓରେ ଦେଖିବାକୁ ପାଇବେ। ମହାଦେବଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ରହିଥାଉ। 🙏🔱 🙏 ଜୟ ଶ୍ରୀ ମହାକାଳ 🙏 📍 Travel Destination: Ujjain, Madhya Pradesh 🛕 Temple: Shri Mahakaleshwar Jyotirlinga 🎥 Video: Ujjain Mahakal Temple Full Vlog ❤️ Language: Odia ଭିଡିଓଟି ଭଲ ଲାଗିଲେ: 👍 Like କରନ୍ତୁ 🔔 ଆମ ଚ୍ୟାନେଲକୁ Subscribe କରନ୍ତୁ 💬 କମେଣ୍ଟରେ ଲେଖନ୍ତୁ — ଜୟ ଶ୍ରୀ ମହାକାଳ 🙏 📲 ଆପଣଙ୍କ ପରିବାର ଓ ସାଙ୍ଗମାନଙ୍କ ସହିତ Share କରନ୍ତୁ। ଆମ ଚ୍ୟାନେଲରେ ଆପଣମାନେ ଓଡ଼ିଆରେ ବିଭିନ୍ନ ମନ୍ଦିର ଦର୍ଶନ, ଟ୍ରାଭେଲ୍ ଭ୍ଲଗ୍ ଏବଂ ନୂଆ ନୂଆ ଜାଗାର ଯାତ୍ରା ଦେଖିବାକୁ ପାଇବେ। #UjjainMahakal #MahakaleshwarJyotirlinga #JaiShreeMahakal #MahakalDarshan #OdiaVlogger #OdiaVlog #UjjainTravel #Mahadev #Jyotirlinga #TempleVlog 🔱 ହର ହର ମହାଦେବ! ଜୟ ଶ୍ରୀ ମହାକାଳ! 🙏