ଦୀପାଳି ଆଣିଲେ ଅଭିଯୋଗ, ଝାରସୁଗୁଡ଼ା ରେ SIR ରେ କଟୁଛି ନିର୍ଦ୍ଦୋଷଙ୍କ ନାଁ ! protest against SIR, Jharsuguda.
Pratidin TV
0:00 / 0:00
ଦୀପାଳି ଆଣିଲେ ଅଭିଯୋଗ, ଝାରସୁଗୁଡ଼ା ରେ SIR ରେ କଟୁଛି ନିର୍ଦ୍ଦୋଷଙ୍କ ନାଁ ! protest against SIR, Jharsuguda.
1 893 просмотра · 13 часов назад
Pratidin TV
1,76 млн подписчиков
1 893 просмотра · 13 часов назад
ଦୀପାଳି ଆଣିଲେ ଅଭିଯୋଗ, ଝାରସୁଗୁଡ଼ା ରେ SIR ରେ କଟୁଛି ନିର୍ଦ୍ଦୋଷଙ୍କ ନାଁ ! 'ସାର୍' (SIR) ପଦ୍ଧତିରେ ଗୁରୁତର ତ୍ରୁଟି ଏବଂ ପକ୍ଷପାତିତା ଅଭିଯୋଗ କରି ଝାରସୁଗୁଡ଼ାରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ନେତୃତ୍ୱରେ ଆଜି ଶତାଧିକ କର୍ମୀ ପୁରୁଣା ବସଷ୍ଟାଣ୍ଡ ଛକରୁ ଥାନା ଛକ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ବାହାର କରିଥିଲେ।ପରେ ଦଳୀୟ ନେତା ଓ କର୍ମୀମାନେ ଥାନା ଘେରାଉ କରି ନାରାବାଜି କରିଥିଲେ।protest against SIR, Jharsuguda.
#jharsuguda #deepalidas #SIR #odishanews
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha