Перейти к содержимому

ଜନପ୍ରିୟ ନେତା କୋଣ୍ଡାବାବୁଙ୍କ ପରଲୋକ,🕯️🕯️ଶୋକର ଛାୟାରେ ରାୟଗଡ଼ା

rs live rayagada samachar live

0:00 / 0:00

ଜନପ୍ରିୟ ନେତା କୋଣ୍ଡାବାବୁଙ୍କ ପରଲୋକ,🕯️🕯️ଶୋକର ଛାୟାରେ ରାୟଗଡ଼ା

11 427 просмотров · 6 дней назад
rs live rayagada samachar live
609 подписчиков
11 427 просмотров · 6 дней назад
ରାୟଗଡ଼ାର ବରିଷ୍ଠ ବିଜେପି ନେତା ତଥା ରାୟଗଡ଼ା ଟ୍ରକ ମାଲିକ ସଂଘର ସଭାପତି ୟାଲ୍ଲା ଭେଙ୍କଟେଶ୍ୱର ରାଓ ଓରଫ କୋଣ୍ଡାବାବୁଙ୍କ ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗ ଖବର ପ୍ରଚାର ପରେ ବିଜେପି କର୍ମକର୍ତ୍ତା, ଟ୍ରକ ମାଲିକ ସଂଘ, ମୋଟର ୟୁନିୟନ, ବିଭିନ୍ନ ରାଜନୈତିକ ଦଳର ନେତା ଓ ବହୁ ଜନସାଧାରଣ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି। ରାୟଗଡ଼ା ରାଜନୀତି ଓ ସାମାଜିକ କ୍ଷେତ୍ରରେ କୋଣ୍ଡାବାବୁଙ୍କ ଅବଦାନ ଓ ତାଙ୍କ ବିୟୋଗରେ ସୃଷ୍ଟି ହୋଇଥିବା ଶୋକର ପରିବେଶ ସମ୍ପର୍କରେ ଦେଖନ୍ତୁ ଏହି ସମ୍ପୂର୍ଣ୍ଣ ଖବର। #ରାୟଗଡ଼ା #ବିଜେପି #RayagadaNews #OdishaNews #odianews #bjprayagada #topnews #topstories #rayagada #rayagada_news