ଓଡ଼ିଶା BJP ନେତା କୁହନ୍ତୁ, କିଏ ଦିମାଗୀ ନକ୍ସଲ ! Who is Dimagi Naxal, Odisha BJP leaders must clarify!
Pratidin TV
0:00 / 0:00
ଓଡ଼ିଶା BJP ନେତା କୁହନ୍ତୁ, କିଏ ଦିମାଗୀ ନକ୍ସଲ ! Who is Dimagi Naxal, Odisha BJP leaders must clarify!
1 957 просмотров · 15 часов назад
Pratidin TV
1,76 млн подписчиков
1 957 просмотров · 15 часов назад
ଓଡ଼ିଶା BJP ନେତା କୁହନ୍ତୁ, କିଏ ଦିମାଗୀ ନକ୍ସଲ ! ବିରୋଧୀ ଦଳଗୁଡ଼ିକ ଏହି ଶବ୍ଦକୁ ବିରୋଧ କରୁଛନ୍ତି। ସେମାନଙ୍କ କହିବା କଥା ହେଲା, ସରକାରଙ୍କ ନୀତିକୁ ସମାଲୋଚନା କରୁଥିବା ସାଧାରଣ ନାଗରିକ, ସାମ୍ବାଦିକ ଏବଂ ବୁଦ୍ଧିଜୀବୀଙ୍କ ସ୍ଵରକୁ ଚାପିଦେବା ପାଇଁ ଏହିଭଳି ଶବ୍ଦ ବ୍ୟବହାର କରାଯାଉଛି। ଏପରିକି କେତେକ ବରିଷ୍ଠ ନେତା ମଧ୍ୟ ଏହାର ସ୍ପଷ୍ଟ ପରିଭାଷା ମାଗିଛନ୍ତି, ଯେପରିକି ଦେଶର ସୁରକ୍ଷା ପ୍ରତି ବିପଦ ଏବଂ ଗଣତାନ୍ତ୍ରିକ ବିରୋଧ ମଧ୍ୟରେ ଫରକ ଜଣାପଡ଼ିବ। Who is Dimagi Naxal, Odisha BJP leaders must clarify!
#DimagiNaxal #OdishaPolitics #BJPOdisha #NarendraModi #PoliticalDebateIndia
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha