Перейти к содержимому

Laxmi Purana ଲକ୍ଷ୍ମୀ ପୁରାଣ | Manabasa Gurubar Puja ମାଣବସା ଗୁରୁବାର ବହିଗୀତ | Namita Agrawal,Gita Dash

JE Cassette Company

0:00 / 0:00

Laxmi Purana ଲକ୍ଷ୍ମୀ ପୁରାଣ | Manabasa Gurubar Puja ମାଣବସା ଗୁରୁବାର ବହିଗୀତ | Namita Agrawal,Gita Dash

920 315 просмотров · 1 год назад
JE Cassette Company
434 тыс. подписчиков
920 315 просмотров · 1 год назад
ଏହି ମାର୍ଗଶିର ମାସ ପ୍ରତ୍ୟେକ ଗୁରୁବାର ସିଦ୍ଧାର୍ଥ ଟିଭି ରେ ଦେଖନ୍ତୁ ୩O ବର୍ଷ ଧରି ଶୁଣୁଥିବା Namita Agrawal & Gita Dash ଙ୍କ କାଳଜୟୀ "ଲକ୍ଷ୍ମୀ ପୁରାଣ"... ଭୋର୫ଟା , ସକାଳ ୭ଟା ଏବଂ ଅପରାହ୍ନ ୪ଟାରେ..Only on Sidharth TV ------------------------------------------- SIDHARTH MUSIC presents "LAXMI PURANA" (Manabasa Gurubar Bahi Gita) "ଲକ୍ଷ୍ମୀ ପୁରାଣ" ଓଡ଼ିଶାର ଘରେ ଘରେ ମାଣବସା ଗୁରୁବାର ନାମରେ ମଧ୍ୟ ଖ୍ୟାତ । ମାର୍ଗଶୀର ମାସର ଗୁରୁବାର ଦିନ ଓଡ଼ିଶାର ପ୍ରତି ଘରେ ଲକ୍ଷ୍ମୀପୂଜା ବା ମାଣବସା ଗୁରୁବାର ପାଳିତ ହୁଏ । ଏହି ସମୟରେ ଧନଧାନ୍ୟ, ବାତ୍ସଲ୍ୟ ଓ ଦୟାକ୍ଷମାର ପ୍ରତିମୂର୍ତ୍ତି ରୂପେ ଲକ୍ଷ୍ମୀଙ୍କୁ କଳ୍ପନା କରାଯାଇ ଘରର ଶ୍ରୀ, ସମୃଦ୍ଧି, ପରିଷ୍କାର-ପରିଚ୍ଛନ୍ନତା ଆଦି ପ୍ରତି ଦୃଷ୍ଟି ଦିଆଯାଇଥାଏ । ମାର୍ଗଶିର ମାସରେ ପୂଜା ଘରେ ଧାନ ମେଣ୍ଟା ବା "ଧାନବେଣୀ"ରେ ସଜାଯାଇଥାଏ । ମାଣବସା ଗୁରୁବାର ଓଷା ପୂର୍ବଦିନ ରାତିରେ ଗୃହିଣୀମାନେ ଘରଦ୍ଵାର ଲିପାପୋଛା କରି ଝୋଟିଚିତା ପକାଇଥାନ୍ତି । ଗୁରୁବାର ଦିନ ବଡ଼ିଭୋରରୁ ଉଠି ନାରୀମାନେ ସ୍ନାନାଦି କାର୍ଯ୍ୟ ସାରି ଲକ୍ଷ୍ମୀଙ୍କ ପୂଜା ଆରମ୍ଭ କରିଥାନ୍ତି । ପିଠାପଣା ଓ ଫଳମୂଳ ଭୋଗ (କଦଳୀ, ଛେନା, ନଡ଼ିଆ, ଗୁଡ଼, ଗୋଲମରିଚ ଓ ଅନ୍ୟାନ୍ୟ ଫଳ ) ଲକ୍ଷ୍ମୀଙ୍କ ପାଖରେ ଲଗାଯାଏ । ଏଥି ସହିତ ମଣ୍ଡା ପିଠା ତିଆରି କରାଯାଇ ଭୋଗ ଦିଆଯାଇଥାଏ । ବିଭିନ୍ନ ପାଳିରେ ଭିନ୍ନ ଭିନ୍ନ ପିଠାପଣା ପ୍ରସ୍ତୁତ କରି ଲକ୍ଷ୍ମୀଙ୍କୁ ପାଖରେ ଲାଗି କରାଯାଇଥାଏ । --------------------------------------------- Song : Laxmi Purana (Manabasa Gurubar Bahi Gita) Singer : Namita Agrawal,Gita Dash Album : Laxmi Purana Album No : JE - 520,21 Lyrics : Balaram Das Music : Bharati Krushna Music Arrangement & Programming : Music Label : Sidharth Music ------------------------------------------------------ ♪ Full Song Available on ♪ Gaana : http://bit.ly/35i7QuP JioSaavn : http://bit.ly/2OzoijU Wynk : http://bit.ly/334wNsh Apple Music : https://apple.co/2rcUNvT Amazon Prime Music : https://amzn.to/2Gm2a8R iTunes : https://apple.co/2vh2KSV Spotify : https://spoti.fi/2pEmjCo -------------------------------------------------- Set Caller Tune ; Operator Codes: Airtel Users Dial Vodafone Users Dial BSNL (South / East) Users sms BT To 56700 Idea Users Dial BSNL (North / West) Users sms BT To 56700 Also available on Jio Tunes ----------------------------------------------------------------- Watch & Subscribe to our other YouTube Channels: 👉 Sidharth TV:    / sidharthtv   👉 Sidharth Music:    / sidharthmusic   👉 Sidharth Bhakti:    / sidharthbhakti   👉 Namita Agrawal :    / namitaagrawal   👉 PuniThare:    / punitharesidharthmusic   👉 Full Jatra:    / fulljatra   👉 World Music:    / worldmusicodia   👉 OdiaBhagabata:    / odiabhagabatasidharthmusic   👉 CharanaRamDas:    / charanaramdas   👉 SidharthSambalpuri :    / sidharthsambalpuri   Enjoy & stay connected with us! 👉 Like us on Facebook :   / sidharthmusicodia   👉 Follow us on Twitter :   / sidharth_tv   👉 Follow us on Instagram :   / sidharthtvofficial   #JECassette #SidharthMusic #SidharthBhakti #NamitaAgrawal