ଗାଁ ଧାନ ଖେତ ଡୁଲିରେ ଦେଶୀ ମାଛ ଧରିବାର ମଜା 😍🐟 | Sasurghar Village Fishing Vlog | Odia Village Vlog
Hejalrani & Rahul Vlog
0:00 / 0:00
ଗାଁ ଧାନ ଖେତ ଡୁଲିରେ ଦେଶୀ ମାଛ ଧରିବାର ମଜା 😍🐟 | Sasurghar Village Fishing Vlog | Odia Village Vlog
692 просмотра · 2 нед. назад
Hejalrani & Rahul Vlog
327 подписчиков
692 просмотра · 2 нед. назад
🙏 ଜୟ ଜଗନ୍ନାଥ 🙏❤️
ନମସ୍କାର ସାଙ୍ଗମାନେ! 😍
ଆଜିର ଭିଡିଓରେ ଆମେ ଆସିଛୁ ଆମ ଶାଶୁଘର ଗାଁକୁ, ଯେଉଁଠି ଗାଁର ଧାନ ଖେତ ଡୁଲିରେ ଦେଶୀ ମାଛ ଧରିବାର ମଜା ନେଇଛୁ। 🐟🌾
ନୀଳ ଜାଲରେ କେତେ ଦେଶୀ ମାଛ ଧରାପଡ଼ିଲେ, ଆଉ ଆମ ଗାଁର ଏହି ମଜାଦାର ମାଛ ଧରା ଦୃଶ୍ୟ ଦେଖିବା ପାଇଁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। 😍🐠
ଆପଣମାନଙ୍କୁ ଆମ ଗାଁର ଏହି ଦେଶୀ ମାଛ ଧରା ଭିଡିଓ କେମିତି ଲାଗିଲା, କମେଣ୍ଟ କରି ଜଣାନ୍ତୁ। ❤️
🙏 ଭିଡିଓଟି ଭଲ ଲାଗିଲେ:
👍 Like କରନ୍ତୁ
💬 Comment କରନ୍ତୁ
🔔 ଆମ ଚ୍ୟାନେଲକୁ Subscribe କରନ୍ତୁ
📲 ସାଙ୍ଗମାନଙ୍କ ସହ Share କରନ୍ତୁ
ଆପଣମାନଙ୍କ ଭଲପାଇବା ହିଁ ଆମର ଶକ୍ତି। ❤️
#OdiaVlog #VillageFishing #DesiMachha #FishingVlog #SasurgharVlog #OdiaVillageVlog #VillageLife #OdiaYouTuber #FishCatching #RuralLife