ମନ୍ଦିରରେ ମୋବାଇଲ୍ ଟର୍ଚ୍ଚ ମାରି ପୂଜା ! Gupteswar's Ground Reality | Gaon Ru OTV | EP 103
OTV Digital
0:00 / 0:00
ମନ୍ଦିରରେ ମୋବାଇଲ୍ ଟର୍ଚ୍ଚ ମାରି ପୂଜା ! Gupteswar's Ground Reality | Gaon Ru OTV | EP 103
4 390 просмотров · 2 нед. назад
OTV Digital
1,14 млн подписчиков
4 390 просмотров · 2 нед. назад
ମନ୍ଦିରରେ ମୋବାଇଲ୍ ଟର୍ଚ୍ଚରେ ଚାଲିଛି ପୂଜା ! ଯେଉଁଠି ରାତି ପାହିଲେ ଭକ୍ତଙ୍କ ଭିଡ଼ ଜମୁଛି, ସେଇଠି ଆଜିବି ମୌଳିକ ସୁବିଧା ପାଇଁ ଲୋକଙ୍କୁ ସଂଘର୍ଷ କରିବାକୁ ପଡ଼ୁଛି। କେବେ ଆଲୋକ ଜଳିବ, କେବେ ବିଦ୍ୟୁତ ଆସିବ, ସେଇ ଅପେକ୍ଷାରେ ଲୋକେ। କେବଳ ବିଦ୍ୟୁତ ନୁହେଁ, ପାନୀୟ ଜଳ ମଧ୍ୟ ଏଠାରେ ଏକ ବଡ଼ ସମସ୍ୟା। ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ଭଳି ମୌଳିକ କ୍ଷେତ୍ରରେ ଲୋକେ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି। ଇଏ ସେହି ଗୁପ୍ତେଶ୍ୱର ପୀଠ ଓ ପଂଚାୟତର କଥା, ଯେଉଁଠି ପର୍ଯ୍ୟଟନର ବିପୁଳ ସମ୍ଭାବନା ରହିଛି। କିନ୍ତୁ ପ୍ରଶ୍ନ ଉଠୁଛି, ପ୍ରକୃତିର ଏହି ଅପୂର୍ବ ଅଞ୍ଚଳକୁ ପର୍ଯ୍ୟଟନ ମାନଚିତ୍ରରେ ଆହୁରି ଉଜ୍ଜ୍ୱଳ କରିବା ସହ ସ୍ଥାନୀୟ ଲୋକଙ୍କ ଜୀବନରେ କେବେ ଆସିବ ସେହି ବିକାଶର ଆଲୋକ ? ଦେଖନ୍ତୁ, କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ୍ର ଗୁପ୍ତେଶ୍ୱର-ହଳଦୀକୁଣ୍ଡ ପଞ୍ଚାୟତରୁ ଗ୍ରାଉଣ୍ଡ ରିପୋର୍ଟ... ଲୋକଙ୍କ କଥା… ଲୋକଙ୍କ ସମସ୍ୟା… ଆଉ ଲୋକଙ୍କ ଆଶା...
#GaonRuOTV #gupteswar #koraput #baipariguda #odisha #odishanews #groundreport #groundreality #ruralodisha #villagestory #electricitycrisis #drinkingwater #healthcare #education #connectivity #tourism #GupteswarTemple #otvdigital #otvnews #breakingnews #trending #odishtv #otv #viral
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook:
/ otvkhabar
OTV English Facebook :
/ otvnews
Telegram @otvtelegram @otvkhabar
Twitter:
/ otvnews
Instagram:
/ otvnews
#OdishaTV #OTV