Перейти к содержимому

ମୁଁ ଗୀତ Delete କରିବି ନାହିଁ ଯାହା କରିବା କଥା କରନ୍ତୁ

Ckant prank

0:00 / 0:00

ମୁଁ ଗୀତ Delete କରିବି ନାହିଁ ଯାହା କରିବା କଥା କରନ୍ତୁ

3 561 просмотр · 5 ч назад
Ckant prank
38,6 тыс. подписчиков
3 561 просмотр · 5 ч назад
କନ୍ଧମାଳର ସମ୍ମାନ ଓ ସ୍ୱାଭିମାନକୁ ନେଇ ଆପତ୍ତି ଉଠାଇବାରୁ ଜଣେ Music Composer ଫୋନ୍‌ରେ କହୁଛନ୍ତି – “ଯାହା କରିବା କଥା କର, ମୁଁ ଗୀତଟିକୁ Delete କରିବି ନାହିଁ।” ଏହି କଥାବାର୍ତ୍ତାର Call Recording ମୋ ପାଖରେ ରହିଛି। ଜିଲ୍ଲା କେବଳ Ckant ର ନୁହେଁ ଆମ ସମସ୍ତଙ୍କର ତେଣୁ ଆପଣ ମାନେ ବି ଶୁଣନ୍ତୁ 🙏 ପ୍ରଶ୍ନ ହେଉଛି, କଳା ଓ ସଙ୍ଗୀତ ନାଁରେ କାହାର ମାଟି, ଜାତି ଓ ଅଞ୍ଚଳର ସମ୍ମାନକୁ ଆଘାତ କରିବାର ଅଧିକାର କାହାକୁ ଦେଲା? ଏହା ଚୁପ୍ ରହିବାର ସମୟ ନୁହେଁ, ନିଜ ମାଟିର ସମ୍ମାନ ପାଇଁ ସ୍ୱର ଉଠାଇବାର ସମୟ।