Перейти к содержимому

ଶୁଣ ମୋ ନିବେଦନ 🙏 | Suna Mo Nibedana | New Odia Christian Song 2026 | SAM | JF Muzic Official

JF Muzic Official

0:00 / 0:00

ଶୁଣ ମୋ ନିବେଦନ 🙏 | Suna Mo Nibedana | New Odia Christian Song 2026 | SAM | JF Muzic Official

3 833 просмотра · 8 дн. назад
JF Muzic Official
89 подписчиков
3 833 просмотра · 8 дн. назад
ଶୁଣ ମୋ ନିବେଦନ 🙏 | Suna Mo Nibedana | New Odia Christian Song 2026 | SAM | JF Muzic Official 🙏 ଶୁଣ ମୋ ନିବେଦନ | SUNA MO NIBEDANA 🙏 ✝️ ପ୍ରଭୁ ଯୀଶୁଙ୍କ ପବିତ୍ର ଚରଣରେ ଆମ ହୃଦୟର ନିବେଦନା। ଏହି ସୁନ୍ଦର ନୂଆ ଓଡ଼ିଆ ଖ୍ରୀଷ୍ଟିୟ ଭକ୍ତିଗୀତ ଆପଣଙ୍କ ହୃଦୟକୁ ଛୁଇଁବ ଏବଂ ପ୍ରଭୁଙ୍କ ପ୍ରତି ଆପଣଙ୍କ ବିଶ୍ୱାସକୁ ଆହୁରି ଦୃଢ଼ କରିବ ବୋଲି ଆମର ଆଶା। ❤️ 🎵 SONG DETAIL ............................. 🎤 Singer: SAM Lyrics & Music : Kumar Mantu Recording & Mixing : Style Studio DOP & EDIT : Style Studio 🎬 Presented By : JF Muzic Official 🎶 Song : Suna Mo Nibedana ✝️ Category: New Odia Christian Devotional Song PRESENTS: JF MUZIC OFFICIAL Song Lyrics ................... ମୁଁ ଦିନ ହୀନ, ମୁ ଅକିଞ୍ଚନ ଆସିଛି ମୁଁ ପ୍ରଭୁ, ନେଇ ନିବେଦନ...2x ତୁମେ ହିଁ ଏକା ଦୁଃଖାହାରି ତୁମେ ହିଁ ଏକା ପାପହାରି....୨x ହେ ପ୍ରଭୁ.....ମୋ ପ୍ରଭୁ.... ଶୁଣ ମୋ ନିବେଦନ.....୨x =୦= ନାହି କିଛି ମୋର ସଂସାରେ ଆଶ୍ରୟ ହୋଇଛି ମୁଁ ନିରୁପାୟ ଆଶା ଅଛି ମୋର ତୁମେ ମୋ ସହାୟ ଆଉ ନାହିଁ କେ ମୋହର.....2x ତୁମେ ହିଁ ତ ସାହାଯ୍ୟକାରୀ ତୁମେ ହିଁ ତ ମଙ୍ଗଳକାରୀ.....୨x ହେ ପ୍ରଭୁ.....ମୋ ପ୍ରଭୁ.... ଶୁଣ ମୋ ନିବେଦନ.....=1= ଅବାଟରେ ଥିଲା ଏ ମୋର ଜୀବନ ପଥିକ ତୁମେ ହୋଇଲ ଏ ଭବ ସାଗରୁ ନାବିକ ହୋଇ ମୋ ହସ୍ତେ ଧରି ପାରି କଲ.....2x ତୁମେ ହିଁ ତ ମୋ ଦୁଃଖହାରି ତୁମେ ହିଁ ତ ମୋ ଉଦ୍ଧାରକାରୀ..୨x ହେ ପ୍ରଭୁ.....ମୋ ପ୍ରଭୁ.... ଶୁଣ ମୋ ନିବେଦନ......=୨= ମୁଁ ଦିନ ହୀନ, ମୁ ଅକିଞ୍ଚନ ଆସିଛି ମୁଁ ପ୍ରଭୁ, ନେଇ ନିବେଦନ...2x 🙏 ଗୀତଟି ଭଲ ଲାଗିଲେ: 👍 Like କରନ୍ତୁ 💬 Comment ରେ “Praise The Lord” ଲେଖନ୍ତୁ 🔁 ଆପଣଙ୍କ ପରିବାର, ବନ୍ଧୁ ଓ ଖ୍ରୀଷ୍ଟିୟ ଭାଇଭଉଣୀଙ୍କ ସହ Share କରନ୍ତୁ 🔔 ଏହିପରି ନୂଆ ଓଡ଼ିଆ ଖ୍ରୀଷ୍ଟିୟ ଗୀତ ପାଇଁ JF Muzic Official ଚ୍ୟାନେଲକୁ Subscribe କରନ୍ତୁ। ✝️ ପ୍ରଭୁ ଯୀଶୁ ଆପଣଙ୍କ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। YouTube Tags =========== Suna Mo Nibedana, Suna Mo Nibedana Odia Song, Suna Mo Nibedana Christian Song, New Odia Christian Song 2026, Odia Christian Song, Odia Christian Devotional Song, New Christian Song Odia, SAM Christian Song, JF Muzic Official, Odia Gospel Song, Jesus Song Odia, Prabhu Jisu Song, Odia Worship Song, Christian Bhajan Odia, Odia Jesus Song, New Odia Gospel Song, Christian Music Odisha, Odia Christian Music, Jesus Devotional Song, Odia Christian Video Song Hashtags ................ #SunaMoNibedana #OdiaChristianSong #JFMuzicOfficial #NewOdiaChristianSong #OdiaGospelSong #JesusSong #ChristianDevotional #OdiaWorshipSong #PraiseTheLord #JesusLovesYou #ChristianMusic #OdiaChristianMusic #SAM #SunaMoNibedana #OdiaChristianSong #JFMuzicOfficial