Перейти к содержимому

ମୋ ପାଇଁ ଏହା କି ମିଳିଲା // Mo pahi eha ki midila // NEW GOOD FRIDAY SONG // BALIA LIMA // New Odia

JR_Creation

0:00 / 0:00

ମୋ ପାଇଁ ଏହା କି ମିଳିଲା // Mo pahi eha ki midila // NEW GOOD FRIDAY SONG // BALIA LIMA // New Odia

5 997 просмотров · 2 дн. назад
JR_Creation
7,71 тыс. подписчиков
5 997 просмотров · 2 дн. назад
ମୋ ପାଇଁ ଏହା କି ମିଳିଲା // Mo pahi eha ki midila // NEW GOOD FRIDAY SONG Singer - BALIA LIMA // New Odia CHRISTIAN SONG HD PREMA BADALARE//ପ୍ରେମ ବଦଳରେ//NEW GOOD FRIDAY SONG 2026//BALIA LIMA//SANJIB BISHOYI 👉 Support _                        @JikinasRaita2000  ☑️                  Lyrics💐 ପ୍ରେମ ବଦଳରେ..... ଆଳାପ: ଆ...ଆ...ଆ... ଘୋଷା: ପ୍ରେମ ବଦଳରେ ଏହା କି ମିଳିଲା ନିଜ ଲୋକ ହୋଇ ଛାଡ଼ି ଚାଲି ଗଲା ଭରସା ବଦଳରେ ନିରାଶା ମିଳିଲା ବିଛେଦର ଛାୟା ହୃଦେ ପଡ଼ିଗଲା ଆଉ କି ରହିଲା ସେ ପ୍ରେମ ଯୋଜନା ବିଦାରି ଦେଲା ହୃଦୟ ଦେଇ ଯନ୍ତ୍ରଣା ଯନ୍ତ୍ରଣା, ଯନ୍ତ୍ରଣା ନିସ୍ୱାର୍ଥ ପ୍ରେମର ଯନ୍ତ୍ରଣା ଯନ୍ତ୍ରଣା, ଯନ୍ତ୍ରଣା, ଯୀଶୁଙ୍କ ପ୍ରେମର ଯନ୍ତ୍ରଣା ୧. ଏ ମାୟା ଜଗତ ସେହି ପ୍ରେମକୁ ଚିନ୍ହିଲା ନାହିଁ ପ୍ରତିବନ୍ଧକଟେ ଭାବି ପାଶରୁ ଦେଲା ଏଡ଼େଇ ହୋ...ହୋ..ହୋ... ବିନା ଦୋଷେ ଦଣ୍ଡ ଦେଇ ବିବସ୍ତ୍ର ବିବର୍ଣ୍ଣ କରି ହସ୍ତ ପଦେ କଣ୍ଟା ମାରି କ୍ରୁଶ୍ୟରେ ଦେଲା ଝୁଲେଇ ଝରିଲା ପ୍ରେମର ରକତ ଧାର ପାପ ମୋଚନରେ ବକ୍ଷରୁ ତାଙ୍କର କେଡ଼େ ନିଷ୍ଠୁର ହେଲା ଏ ଦୁନିଆ, ଏହି ଦୁନିଆ... ଯନ୍ତ୍ରଣା, ଯନ୍ତ୍ରଣା କାଲବରୀ କ୍ରୁଶୀୟ ଯନ୍ତ୍ରଣା ଯନ୍ତ୍ରଣା, ଯନ୍ତ୍ରଣା କାଲବରୀ କ୍ରୁଶୀୟ ଯନ୍ତ୍ରଣା ଯନ୍ତ୍ରଣା, ଯନ୍ତ୍ରଣା ଅକୁହା ପ୍ରେମର ଯନ୍ତ୍ରଣା 2. ନିଃସ୍ୱାର୍ଥ ପ୍ରେମ ତ କେବେ ଦୋଷ ଟିକେ ଧରେ ନାହିଁ ନୀରବରେ ଖୋଜିବୁଲେ ପ୍ରେମରେ ବଞ୍ଚିବା ପାଇଁ ହୋ...ହୋ...ହୋ... ଦେଖାଇଲେ ସେହି ପ୍ରେମ ନିଜ ଜୀବନକୁ ଦେଇ ଭଲ ପାଇବା ରହସ୍ୟ କ୍ରୁଶ୍ୟରେ ଓହଳି ରହି ସେ କ୍ରୁଶୀୟ ପ୍ରେମ ଅଟେ ଅସୀମ ତାଙ୍କ ପାଦ ତଳେ ନୀତି ମିଳେ ପରିତ୍ରାଣ ଏହା ଥିଲା ତାଙ୍କ ପ୍ରେମ ପାଉଣା, ପ୍ରେମ ପାଉଣା... ଯନ୍ତ୍ରଣା, ଯନ୍ତ୍ରଣା, ନିସ୍ୱାର୍ଥ ପ୍ରେମର ଯନ୍ତ୍ରଣା ଯନ୍ତ୍ରଣା, ଯନ୍ତ୍ରଣା କାଲବରୀ କୃଶୀୟ ଯନ୍ତ୍ରଣା ହୋ...ଯୀଶୁଙ୍କ ପ୍ରେମର ଯନ୍ତ୍ରଣା #DeeptDukhiraNathaiProduction #sjitu #shorts #newodiachristiansong #sjitu #dukhiranatha#status #DukhiraNatha #DeeptiProduction #sjitu #ଦୁଃଖୀରନାଥ ✝️🛐 💯//__                    ✝️🙏💞🎣  ______________________________ ___________________________________ ___________'____________________ #shortsvideo #new #reels #viralvideo  #asimapanda #singer #shortvideo #2025status  #odiasong #odiastatus #humansagar  #song  #odiachristiansong #odiadevotional #video  #imosnalvideo #christianmusic #warships #videos  #shortvideo #hindistatus #hindisong  #viralreels  #shortvideo. #new #odia #viral #viralvideo #songs #songlyrics #odia #song #christian #song #cristmas #song #odia #humansagar #odia #song #treanding #trandingshorts _______________________________ ______________________________________ #SaathHaiMasiha #RohiniSamuelAndRagini #AlphaOmegaRecords #DukhiraNatha #DeeptiProduction #sjitu #ଦୁଃଖୀରନାଥ #DukhiraNatha💞#DeeptiProduction #sjitu #shorts #newodiachristiansong #sjitu #dukhiranatha#status