ପଶ୍ଚିମବଙ୍ଗରେ ଆକାଶଛୁଆଁ ତୋରଣ | Hawa Mahal Theme & Laser Show In Siliguri Durga Puja | Argus News
Argus News
0:00 / 0:00
ପଶ୍ଚିମବଙ୍ଗରେ ଆକାଶଛୁଆଁ ତୋରଣ | Hawa Mahal Theme & Laser Show In Siliguri Durga Puja | Argus News
886 просмотров · 3 ч назад
Argus News
1,96 млн подписчиков
886 просмотров · 3 ч назад
ପଶ୍ଚିମବଙ୍ଗରେ ଆକାଶଛୁଆଁ ତୋରଣ | Hawa Mahal Theme & Laser Show In Siliguri Durga Puja | Argus News
ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ସମଗ୍ର ପଶ୍ଚିମବଙ୍ଗ। କୋଲକାତାରେ ଆକାଶଛୁଆଁ ତୋରଣ ଓ ଆକର୍ଷଣୀୟ ମୃଣ୍ମୟୀ ମୂର୍ତ୍ତି ସହ ଫୁଲବାଗାନର 'ବନ୍ଦେ ମାତରମ୍' ଥିମ୍ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରୁଛି। ସେପଟେ ଶିଳିଗୁଡ଼ିର ଶକ୍ତିଗଡ଼ ସର୍ବଜନୀନ ଦୁର୍ଗାପୂଜା କମିଟି ପ୍ଲାଟିନମ୍ ଜୁବୁଲି ଅବସରରେ ନିର୍ମାଣ କରିଛି ଭବ୍ୟ 'ହୱା ମହଲ୍' ଥିମ୍ ପେଣ୍ଡାଲ୍। ଏହାସହ ସ୍ୱତନ୍ତ୍ର ଲେଜର ଶୋ’ ମାଧ୍ୟମରେ ପ୍ରଦର୍ଶିତ ହେଉଥିବା ଭଗବାନ ଶିବଙ୍କ 'ଶିବ ତାଣ୍ଡବ' ଦେଖିବାକୁ ଏବେ ହଜାର ହଜାର ଶ୍ରଦ୍ଧାଳୁ ଓ ଦର୍ଶକଙ୍କ ପ୍ରବଳ ଭିଡ଼ ଜମୁଛି।
#DurgaPuja #DurgaPuja2026 #KolkataDurgaPuja #SiliguriDurgaPuja #HawaMahalPandal #ShivaTandav #LaserShow #ThemePandal #Phoolbagan #WestBengalNews #DurgaFestival #OdishaNews #OdiaNews #BreakingNews #ArgusNews
-----
'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ ।
Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility.
Odisha News , Breaking News, Live news updates, Odia News Live, Live Odia News, Latest odisha news, odisha news today, odisha politics, odisha latest updates
****
Visit Our Official Website: https://www.argusnews.in/ (Odia)
Visit Our Official Website: https://argusenglish.in/ (English)
iOS App: http://bit.ly/ArgusNewsiOSApp
Android App: http://bit.ly/ArgusNewsAndroidApp
Live TV: https://argusnews.in/live-tv/
Facebook: / argusnews.in
Youtube : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900
***
#ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate