ବିନା ପିଆଜ ଲସୁଣରେ ତିଆରି କରନ୍ତୁ ସ୍ବାଦିଷ୍ଟ ମସଲାଦାର କୁନ୍ଦୁରୁ ସବଜି | Bina Piaja Lasuna Kunduru Sabji
Rajashree Flavour Lab
0:00 / 0:00
ବିନା ପିଆଜ ଲସୁଣରେ ତିଆରି କରନ୍ତୁ ସ୍ବାଦିଷ୍ଟ ମସଲାଦାର କୁନ୍ଦୁରୁ ସବଜି | Bina Piaja Lasuna Kunduru Sabji
50 просмотров · 6 дней назад
Rajashree Flavour Lab
163 подписчика
50 просмотров · 6 дней назад
ନମସ୍କାର বন্ধୁଗଣ! ଆଜିର ଏହି ଭିଡିଓରେ ଆମେ ଶିଖିବା ବିନା ପିଆଜ ଏବଂ ଲସୁଣରେ କିପରି ଅତ୍ୟନ୍ତ ସ୍ବାଦିଷ୍ଟ ଏବଂ ମସଲାଦାର କୁନ୍ଦୁରୁ ସବଜି ତିଆରି କରାଯାଏ। ଏହା ଓଷା, ବ୍ରତ କିମ୍ବା ପୂଜାଦି ଦିନମାନଙ୍କ ପାଇଁ ଏକଦମ୍ ଉପଯୁକ୍ତ ରେସିପି। ଗରମ ଗରମ ଭାତ କିମ୍ବା ରୁଟି ସହିତ ଏହା ଖାଇବାକୁ ଖୁବ୍ ସ୍ବାଦିଷ୍ଟ ଲାଗିଥାଏ।
ମୁଖ୍ୟ ସାମଗ୍ରୀ (Ingredients):
କୁନ୍ଦୁରୁ (Kundru / Ivy Gourd)
ସୋରିଷ ତେଲ (Mustard Oil)
ଜିରା ଏବଂ ରାଇ (Cumin & Mustard seeds)
ଟମାଟୋ ଏବଂ କଞ୍ଚା ଲଙ୍କା ପେଷ୍ଟ (Tomato & Green Chili paste)
ଅଦା (Ginger)
ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ ଏବଂଗରମ ମସଲା
ଲୁଣ (ସ୍ବାଦାନୁସାରେ)
ଧନିଆ ପତ୍ର (Garnish ପାଇଁ)
ଭିଡିଓଟିକୁ ଶେଷ ଯାଏଁ ଦେଖନ୍ତୁ ଏବଂ ଘରେ ନିଶ୍ଚୟ ଟ୍ରାଏ କରନ୍ତୁ। ଭିଡିଓଟି ଭଲ ଲାଗିଲେ Like, Share ଏବଂ Subscribe କରିବାକୁ ଭୁଲିବେନି!Kunduru sabji in odia, Bina piaja lasuna kunduru sabji, No onion no garlic kundru recipe, Odia recipe, Kundru ki sabji odia style, Spicy kundru curry, Odia veg recipe, Oisha food recipes, Bina piaja lasuna recipe odia, Kunduru masala in odia, Osha parab recipe odia, How to make kundru sabji without onion garrli