ସଞ୍ଜ ସକାଳେ ସ୍ମରୁଛି ପ୍ରଭୁ ❤️ | ହୃଦୟସ୍ପର୍ଶୀ Odia Christian Song | Mitan Kumar
K I V A N S I A U D I O
0:00 / 0:00
ସଞ୍ଜ ସକାଳେ ସ୍ମରୁଛି ପ୍ରଭୁ ❤️ | ହୃଦୟସ୍ପର୍ଶୀ Odia Christian Song | Mitan Kumar
2 261 просмотр · 2 недели назад
K I V A N S I A U D I O
367 подписчиков
2 261 просмотр · 2 недели назад
🙏 ସଞ୍ଜ ସକାଳେ ସ୍ମରୁଛି ପ୍ରଭୁ 🙏
ଏହା ଏକ ହୃଦୟସ୍ପର୍ଶୀ Odia Christian Devotional Song, ଯେଉଁଥିରେ ପ୍ରଭୁ ଯୀଶୁଙ୍କ ପ୍ରତି ଭକ୍ତି, ପ୍ରାର୍ଥନା ଓ ଆଶୀର୍ବାଦର ଭାବନାକୁ ସଙ୍ଗୀତ ମାଧ୍ୟମରେ ପ୍ରକାଶ କରାଯାଇଛି। ❤️✝️
🎵 Song: ସଞ୍ଜ ସକାଳେ ସ୍ମରୁଛି ପ୍ରଭୁ
🎤 Singer: Mitan Kumar
✍️ Lyrics: Sanjaya Sahu
🎼 Tune & Arrangement: Komal Kumar
🎙️ Recoding, Mixing & mastering - KIVANSI AUDIO, PIPILI
ପ୍ରଭୁ ଯୀଶୁଙ୍କ ନାମକୁ ସ୍ମରଣ କରି ଏହି ଗୀତଟି ଶୁଣନ୍ତୁ ଏବଂ ଆପଣଙ୍କ ପରିବାର ଓ ବନ୍ଧୁମାନଙ୍କ ସହିତ Share କରନ୍ତୁ। 🙏
❤️ ଭଲ ଲାଗିଲେ LIKE କରନ୍ତୁ
🔔 ଏପରି ନୂଆ Christian devotional songs ପାଇଁ SUBSCRIBE କରନ୍ତୁ
📲 ଆପଣଙ୍କ ପ୍ରିୟଜନଙ୍କ ସହ SHARE କରନ୍ତୁ।
✝️ Jesus Christ Bless You & Your Family ✝️
Song
------------
ସଞ୍ଜ ସକାଳେ ସ୍ମରୁଛି ପ୍ରଭୁ
ତୁମରି ସବୁ ମଙ୍ଗଳ ଦାନ
ପ୍ରତି ବଦଳରେ ତୁମକୁ ପ୍ରଭୁ
ଦେବା ପାଇଁ ନାହିଁ ପ୍ରତି ଦାନ
ହୃଦୟ ମୋର ଦେଉଛି ପ୍ରଭୁ
କ୍ଷମା ଦେଇ ତୋଳି ଧର
ସଞ୍ଜ ସକାଳେ ସ୍ମରୁଛି ପ୍ରଭୁ
ତୁମରି ସବୁ ମଙ୍ଗଳ ଦାନ
[verse 1 ]
ପଥ ସତ୍ୟ ପୁଣି ଜୀବନ ତୁମେ
କରୁଛି ତୁମକୁ ନିବେଦନ
ସଦା କରି ତୁମ ସନ୍ତାନ ମୋତେ
ଜୀବନ ପୁସ୍ତକେ ଦିଅ ସ୍ଥାନ
ପଥ ସତ୍ୟ ପୁଣି ଜୀବନ ତୁମେ
କରୁଛି ତୁମକୁ ନିବେଦନ
ସଦା କରି ତୁମ ସନ୍ତାନ ମୋତେ
ଜୀବନ ପୁସ୍ତକେ ଦିଅ ସ୍ଥାନ
ତୁମରି ସାଥେ ରହିମୁଁ ପ୍ରଭୁ
ତୁମରି ସାଥେ ରହିମୁଁ ପ୍ରଭୁ
କରିବି ତୁମ ଗୁଣଗାନ
[verse 2 ]
ତୁମେ ଆଦି ଅନ୍ତ ରାଜନ ତୁମେ
କରୁଛି ଅର୍ପଣ ଏ ଜୀବନ
ଦେହ ମନ ପ୍ରାଣ ଆତ୍ମାକୁ ଦେଇ
ଚାଲିବି ସାଥିରେ ପ୍ରତିଦିନ
ତୁମେ ଆଦି ଅନ୍ତ ରାଜନ ତୁମେ
କରୁଛି ଅର୍ପଣ ଏ ଜୀବନ
ଦେହ ମନ ପ୍ରାଣ ଆତ୍ମାକୁ ଦେଇ
ଚାଲିବି ସାଥିରେ ପ୍ରତିଦିନ
ତୁମରି ପଥେ ସଦାମୁଁ ଚାଲି
ତୁମରି ପଥେ ସଦାମୁଁ ଚାଲି
କରିବି ତୁମ ଜୟଗାନ
[bridge]
ସଞ୍ଜ ସକାଳେ ସ୍ମରୁଛି ପ୍ରଭୁ
ତୁମରି ସବୁ ମଙ୍ଗଳ ଦାନ
ପ୍ରତି ବଦଳରେ ତୁମକୁ ପ୍ରଭୁ
ଦେବା ପାଇଁ ନାହିଁ ପ୍ରତି ଦାନ
ହୃଦୟ ମୋର ଦେଉଛି ପ୍ରଭୁ
କ୍ଷମା ଦେଇ ତୋଳି ଧର
ସଞ୍ଜ ସକାଳେ ସ୍ମରୁଛି ପ୍ରଭୁ
ତୁମରି ସବୁ ମଙ୍ଗଳ ଦାନ
#OdiaChristianSong #OdiaChristianDevotional #ChristianDevotionalSong #OdiaDevotionalSong #JesusSong #JesusChrist #JesusSongs #ChristianSong #OdiaGospelSong #OdiaGospel #ChristianWorship #OdiaWorshipSong #OdiaChristianMusic #MitanKumar #SanjayaSahu #KomalKumar #ସଞ୍ଜସକାଳେସ୍ମରୁଛିପ୍ରଭୁ #ପ୍ରଭୁଯୀଶୁ #ଯୀଶୁଗୀତ #OdiaSong2026
Connect with Us:
Follow on Instagram: komal_kumar.kk
Like on Facebook: komal kumar
Email- komalds.55@gmail.com
Copyright Disclaimer: - Under section 107 of the copyright Act 1976, allowance is made for FAIR USE for purposes such as criticism, comment, news reporting, teaching, scholarship and research. Fair use is a use permitted by copyright statues that might otherwise be infringing. Non- Profit, educational or personal use tips the balance in favour of FAIR USE.
!!* ANTI-PIRACY WARNING *!!
This content is copyright to the KIVANSI AUDIO YouTube channel .Any unauthorised Reproduction redistribution, re-upload (audio or video) is strictly prohibited of this material. Legal action will be taken.