ସକାମ କର୍ମ ନିକୃଷ୍ଟ କାହିଁକି? । ଭଗବଦ୍ ଗୀତା। ଦ୍ଵିତୀୟ ଅଧ୍ୟାୟ। ଶ୍ଳୋକ ୪୯ । Sachidananda Spiritual ।
Sachidananda Spiritual
0:00 / 0:00
ସକାମ କର୍ମ ନିକୃଷ୍ଟ କାହିଁକି? । ଭଗବଦ୍ ଗୀତା। ଦ୍ଵିତୀୟ ଅଧ୍ୟାୟ। ଶ୍ଳୋକ ୪୯ । Sachidananda Spiritual ।
66 просмотров · 1 мес. назад
Sachidananda Spiritual
80 подписчиков
66 просмотров · 1 мес. назад
ସକାମ କର୍ମ ନିକୃଷ୍ଟ କାହିଁକି? । ଭଗବଦ୍ ଗୀତା। ଦ୍ଵିତୀୟ ଅଧ୍ୟାୟ। ଶ୍ଳୋକ ୪୯ । Sachidananda Spiritual ।
ଶ୍ରୀମଦ୍ ଭଗବଦ୍ ଗୀତାର ଦ୍ବିତୀୟ ଅଧ୍ୟାୟର ଶ୍ଳୋକ ୪୯ ରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସକାମ କର୍ମ ଅପେକ୍ଷା ବୁଦ୍ଧି ଯୋଗ ର ମହତ୍ତ୍ୱ ବିଷୟରେ ବୁଝାଇଛନ୍ତି। କର୍ମଫଳ ପ୍ରତି ଆସକ୍ତି ମନୁଷ୍ୟକୁ କିପରି ବନ୍ଧନ ରେ ପକାଇଥାଏ ଏବଂ ନିଷ୍କାମ କର୍ମ କାହିଁକି ଆଧ୍ୟାତ୍ମିକ ଜୀବନରେ ଗୁରୁତ୍ବପୂର୍ଣ୍ଣ - ଏହି ଶ୍ଳୋକ ରୁ ଆମେ ତାହା ବୁଝି ପାରିବା।
ଏହି ଭିଡିଓରେ ଶ୍ଳୋକ ୪୯ର ସରଳ ଓଡ଼ିଆ ଅର୍ଥ, ଭାବାର୍ଥ ଏବଂ ଆଧ୍ୟାତ୍ମିକ ଶିକ୍ଷା ଆଲୋଚନା କରାଯାଇଛି।
ଭଗବଦ୍ଗୀତା
ସକାମକର୍ମ
ନିଷ୍କାମକର୍ମ
କର୍ମଯୋଗ
ଶ୍ରୀକୃଷ୍ଣ
BhagavadGita
OdiaGita
Thank you for watching the video.