Class 10 Math Practice Set 01 | ଓଡ଼ିଶା ବୋର୍ଡ ମାଟ୍ରିକ ପରୀକ୍ଷା 2027 | Target Math ରେ 100 ରୁ 100 |
Maths by Bishnu Prasad
0:00 / 0:00
Class 10 Math Practice Set 01 | ଓଡ଼ିଶା ବୋର୍ଡ ମାଟ୍ରିକ ପରୀକ୍ଷା 2027 | Target Math ରେ 100 ରୁ 100 |
121 просмотр · 2 нед. назад
Maths by Bishnu Prasad
696 подписчиков
121 просмотр · 2 нед. назад
🎯 ଓଡ଼ିଶା ବୋର୍ଡ ମାଟ୍ରିକ ପରୀକ୍ଷା 2027 | Practice Set 01 | Target Math ରେ 100 ରୁ 100 | By Bishnu Sir
ନମସ୍କାର ପିଲାମାନେ 🙏
ଓଡ଼ିଶା ବୋର୍ଡ ମାଟ୍ରିକ ପରୀକ୍ଷା 2027 ପାଇଁ ଆରମ୍ଭ ହେଉଛି ଆମର Target Math Series। ଏହି ଭିଡିଓରେ Class 10 ର ଛାତ୍ରଛାତ୍ରୀମାନଙ୍କ ପାଇଁ Practice Set 01 ମାଧ୍ୟମରେ ଗଣିତ ପ୍ରଶ୍ନର ଅଭ୍ୟାସ କରିବା।
🎯 ଆମର ଲକ୍ଷ୍ୟ: Target Math — 100 ରୁ 100!
ଯଦି ଆପଣ BSE Odisha Matric Exam 2027 ପାଇଁ ପ୍ରସ୍ତୁତି କରୁଛନ୍ତି, ତେବେ ଏହି Practice Set କୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ପ୍ରତ୍ୟେକ ପ୍ରଶ୍ନକୁ ନିଜେ ସମାଧାନ କରିବାକୁ ଚେଷ୍ଟା କରନ୍ତୁ।
📌 ଛାତ୍ରଛାତ୍ରୀମାନଙ୍କ ପାଇଁ ଅନୁରୋଧ:
👍 ଭିଡିଓଟି ଭଲ ଲାଗିଲେ Like କରନ୍ତୁ।
📲 ଆପଣଙ୍କ ସାଙ୍ଗମାନଙ୍କ ସହ Share କରନ୍ତୁ।
🔔 ଏହିପରି ଗଣିତ କ୍ଲାସ୍ ଓ Practice Set ପାଇବା ପାଇଁ Channel କୁ Subscribe କରନ୍ତୁ।
👨🏫 By Bishnu Sir
#BSEOdisha2027 #MatricExam2027 #Class10Math #OdiaMedium #TargetMath