Перейти к содержимому

ଆମ ବିଦ୍ୟାଳୟ ହାଟ- ନବପଲ୍ଲବ

GOVERNMENT HIGH SCHOOL CRP BARAMUNDA

0:00 / 0:00

ଆମ ବିଦ୍ୟାଳୟ ହାଟ- ନବପଲ୍ଲବ

5 152 просмотра · 1 год назад
GOVERNMENT HIGH SCHOOL CRP BARAMUNDA
1 тыс. подписчиков
5 152 просмотра · 1 год назад
"Experience the creativity and talent of our students at Govt High School CRP Baramunda's Annual Festival. This event showcases their vocational skills through three exciting opportunities: an exhibition of stunning handicrafts, vibrant drawings and paintings, and a mouthwatering food festival. Join us to celebrate the artistry, innovation, and hard work of our students!" A poem on the event has written by the teachers- ନବପଲ୍ଲଵ ନାମ ଶ୍ରବଣ ମାତ୍ରେ ସଭିଁଏ ଜାଗି ଉଠନ୍ତି ହରଷଚିତ୍ତେ ପ୍ରତିଟି ଛାତ୍ରଛାତ୍ରୀଙ୍କ ଯୋଗଦାନ ବଢାଇବ ବିଦ୍ୟାଳୟର ମାନସମ୍ନାନ ଭେଦଭାବ ନ ବିଚାରି ହେବୁ ଉଚ୍ଚମନା ସର୍ବେ କାର୍ଯ୍ୟ ତୁଲାଇବୁ ହୋଇ ଏକମନା ଅକୁହା କଥା ଲେଖନୀମୁନେ କରି ଚିତ୍ରିତ ଦେଖି ସରବେ ହୁଅନ୍ତି ଉଲ୍ଲସିତ ଆଗାମୀଦିନେ ଚିତ୍ରକଳାରେ ହେବୁ ନିପୁଣ ସବୁରିସ୍ଥାନେ ବଜାୟ ରଖିବୁ ଆମ ଟେକପଣ ହସ୍ତକୃତ ସାମଗ୍ରୀର ଅପୂର୍ବ ସମ୍ଭାର ରୂପନିଏ ଆଜି ନବପଲ୍ଲବର। ସବୁରି ଅଭିଜ୍ଞତାକୁ ପାଥେୟ କରି ସୃଜନଶୀଳ ପଥେ ଆମେ ଯାଉ ବଢି। କିଏ ଏଠି ସାଜେ କ୍ରେତା କିଏ ସାଜେ ବିକ୍ରେତା କି ଉତ୍ସବମୁଖର ଆଜି ବିଦ୍ୟାଳୟ ହତା। ଅଭିନୟ କରୁ କରୁ ସାଜେ ବିଜେତା ଜୀବନର ସତପଥ ଶିଖାଇଦିଏ ଅଭିଜ୍ଞତା। ଧନ୍ଦାମୂଳକ ଶିକ୍ଷାରେ ହୁଏ ଯୋଗ୍ୟବିବେଚିତ ପ୍ରାୟୋଗିକକ୍ଷେତ୍ରେ ହୁଅଇ ସମ୍ମାନିତ। ଆବଶ୍ୟକୀୟ ଦକ୍ଷତାର କରେ ସଦୁପଯୋଗ ଭବିଷ୍ୟେ କର୍ମକ୍ଷେତ୍ରେ ଲଭେ ସୁଲଭସୁଯୋଗ। ମିଳିମିଶି କାମ କରିବାର ଭାବନା ଆଗକୁ ବଢିବା ପାଇଁ ଦିଏ ପ୍ରେରଣା । ଶିଖିବା ଶିଖାଇବା ହେଉ ସଭିଙ୍କ କାମନା ସଦା ଦୃଢମନା ହୋଇ ରହୁ ଆମ ଚେତନା।