Перейти к содержимому

୯ ଜଣଙ୍କୁ ଆଜୀବନ ଜେଲ୍! ରାୟ ଶୁଣିବା ପରେ କୋର୍ଟରୁ ଫେରାର ଦୋଷୀ | Rayagada News

Odisha News24

0:00 / 0:00

୯ ଜଣଙ୍କୁ ଆଜୀବନ ଜେଲ୍! ରାୟ ଶୁଣିବା ପରେ କୋର୍ଟରୁ ଫେରାର ଦୋଷୀ | Rayagada News

7 021 просмотр · 1 дн. назад
Odisha News24
11,6 тыс. подписчиков
7 021 просмотр · 1 дн. назад
୯ ଜଣଙ୍କୁ ଆଜୀବନ ଜେଲ୍! ରାୟ ଶୁଣିବା ପରେ କୋର୍ଟରୁ ଫେରାର ଦୋଷୀ | Rayagada News ରାୟଗଡ଼ାର ବହୁଚର୍ଚ୍ଚିତ ଅପହରଣ, ଯୌନ ନିର୍ଯାତନା ଓ ହତ୍ୟା ଉଦ୍ୟମ ମାମଲାରେ ଆସିଲା ବଡ଼ ରାୟ। ୯ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ରାୟଗଡ଼ା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍। ଏହା ସହିତ ୧୦ ହଜାରରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ମଧ୍ୟ ଲାଗୁ ହୋଇଛି। କିନ୍ତୁ ରାୟ ଘୋଷଣା ପରେ କୋର୍ଟ ପରିସରରେ ଦେଖିବାକୁ ମିଳିଲା ହାଇଡ୍ରାମା। ଜଣେ ଦୋଷୀ ଶୁଣ୍ଢି ପ୍ରକାଶ ଫେରାର ହୋଇଥିବା ସୂଚନା ମିଳିଛି। ଫେରାର ଦୋଷୀଙ୍କୁ ଧରିବା ପାଇଁ ପୁଲିସର ତନାଘନା ଜାରି ରହିଛି। 📌 *କ'ଣ ଥିଲା ପୂରା ଘଟଣା?* ୨୦୧୯ ନଭେମ୍ବର ୧୮ ତାରିଖରେ ରାୟଗଡ଼ା ଥାନା ଅନ୍ତର୍ଗତ ଲାଡା ଷ୍ଟେସନ ନିକଟରେ ଜଣେ ଯୁବକଙ୍କୁ ଟ୍ରେନ୍ ଯାତ୍ରା ସମୟରେ ଅପହରଣ କରାଯାଇଥିଲା। ଗଞ୍ଜେଇ ଚାଲାଣ ଅଭିଯୋଗରେ ଭୟଭୀତ କରି ମୁକ୍ତ କରିବା ପାଇଁ ୧୦ ଲକ୍ଷ ଟଙ୍କା ଦାବି କରାଯାଇଥିବା ଅଭିଯୋଗ ହୋଇଥିଲା। ଏହାସହ ଯୌନ ନିର୍ଯାତନା ଓ ହତ୍ୟା ଉଦ୍ୟମ ଅଭିଯୋଗ ମଧ୍ୟ ରହିଥିଲା। ୩୬ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଅଦାଲତ ୯ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। 📺 ରାୟଗଡ଼ା ସମେତ ଓଡ଼ିଶାର ସମସ୍ତ ବଡ଼ ଖବର ଓ ବ୍ରେକିଂ ନ୍ୟୁଜ୍ ପାଇଁ ଆମ ଚ୍ୟାନେଲ୍ ସହ ଯୋଡ଼ି ହୋଇ ରୁହନ୍ତୁ। 👍 ଖବରଟି ଭଲ ଲାଗିଲେ Like କରନ୍ତୁ। 🔔 ନୂଆ ଖବର ପାଇଁ Channel Subscribe କରନ୍ତୁ। 📲 ଏହି ଖବରକୁ Share କରନ୍ତୁ। #RayagadaNews #OdishaNews #OdiaNews #BreakingNews #RayagadaCourt #OdishaBreakingNews ରାୟଗଡ଼ା ଅପହରଣ ମାମଲା ରାୟଗଡ଼ା କୋର୍ଟ ରାୟ ୯ ଜଣଙ୍କୁ ଆଜୀବନ ଜେଲ୍ ରାୟଗଡ଼ା ଅପରାଧ ଖବର ରାୟଗଡ଼ା ଫେରାର ଦୋଷୀ ଓଡ଼ିଶା କ୍ରାଇମ୍ ନ୍ୟୁଜ୍ ଯୌନ ନିର୍ଯାତନା ମାମଲା Odisha Breaking News Today Rayagada Court Judgment Rayagada 9 Convicts Life Sentence