Перейти к содержимому

ନେହେରୁଙ୍କ ଠାରୁ ବଡ଼ ଆପଣ କେବେବି ହେଇ ପାରିବେନି ! CJP "Jantar Mantar at Kochi", Abhijit dipke challenge.

Pratidin TV

0:00 / 0:00

ନେହେରୁଙ୍କ ଠାରୁ ବଡ଼ ଆପଣ କେବେବି ହେଇ ପାରିବେନି ! CJP "Jantar Mantar at Kochi", Abhijit dipke challenge.

350 просмотров · 2 ч назад
Pratidin TV
1,77 млн подписчиков
350 просмотров · 2 ч назад
ନେହେରୁଙ୍କ ଠାରୁ ବଡ଼ ଆପଣ କେବେବି ହେଇ ପାରିବେନି ! କୋକ୍ରୋଚ୍ ଜନତା ପାର୍ଟି (CJP) ପ୍ରତିଷ୍ଠାତା ଅଭିଜିତ ଦୀପକେ, କେରଳର କୋଚି ଠାରେ ଆୟୋଜିତ ଜନ୍ତର ମନ୍ତର ପ୍ରତିବାଦ ସଭାରେ ମୋଦୀ ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ସିଧାସଳଖ ଚ୍ୟାଲେଞ୍ଜ କରିଛନ୍ତି। ଦେଶରେ ଚାଲିଥିବା ଭୋଟର ତାଲିକା ସଂଶୋଧନ (SIR) ପ୍ରକ୍ରିୟାରେ ୧୩ କୋଟିରୁ ଅଧିକ ଭୋଟରଙ୍କ ନାମ କଟାଯାଇଥିବା ଅଭିଯୋଗ କରି CJP ଏହି ବିକ୍ଷୋଭ ପ୍ରଦର୍ଶନ କରିଛି। କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ଦ୍ୱାରା ଲଗାଯାଇଥିବା ବିଦେଶୀ ପାଣ୍ଠି (Foreign Funding) ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି ଅଭିଜିତ କହିଛନ୍ତି ଯେ ସରକାର ଆମେରିକା ଏବଂ ଟ୍ରମ୍ପଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ପୋଲିସ ଦ୍ୱାରା ଗିରଫ ହେବାକୁ ଭୟ ନକରି ସେ ଦେଶର ପ୍ରତିଟି ରାଜ୍ୟରେ ଜାତୀୟ ପତାକା ଧରି ଶାନ୍ତିପୂର୍ଣ୍ଣ ପ୍ରତିବାଦ ଜାରି ରଖିବେ ବୋଲି ଚ୍ୟାଲେଞ୍ଜ ଦେଇଛନ୍ତି। CJP "Jantar Mantar at Kochi", Abhijit dipke challenge. #AbhijeetDipke #CockroachJantaParty #CJPProtest #JantarMantarAtKochi #SpecialIntensiveRevision #GyaneshKumar Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha