Перейти к содержимому

ବିଜେଡି ସରକାର ସମୟରେ , ସରକାରୀ ଜାଗାର ହେଇଛି ଅପବ୍ୟବହାର। BJP Pressmeet on Misuse of government land

Pratidin TV

0:00 / 0:00

ବିଜେଡି ସରକାର ସମୟରେ , ସରକାରୀ ଜାଗାର ହେଇଛି ଅପବ୍ୟବହାର। BJP Pressmeet on Misuse of government land

966 просмотров · 8 часов назад
Pratidin TV
1,77 млн подписчиков
966 просмотров · 8 часов назад
ବିଜେଡି ସରକାର ସମୟରେ ସରକାରୀ ଜାଗାର ଅପବ୍ୟବହାର। ଜମି କେଳେଙ୍କାରୀର ଗୁମର ଖୋଲିଛନ୍ତି CAG। 8ଟି ଜିଲ୍ଲାରେ 668 ଏକର ଜାଗା 598 କୋଟି ର ଜମି ଜୋର ଜବରଦସ୍ତ ମାଡ଼ି ବସିଛନ୍ତି ଜମି ମାଲିକ। 2015ରେ CAG ଙ୍କ ତାଗିଦ୍ କରିବା ପରେ ବି କର୍ଣ୍ଣପାତ କରିନଥିଲେ ବିଜେଡି ସରକାର। 2024 ମସିହାରେ ବି ପୁଣି ଲୋକଙ୍କ ଠାରୁ ଜମି ସଂଗ୍ରହକରି ବିଭିନ୍ନ ସଂସ୍ଥାକୁ ବାଣ୍ଟିଛନ୍ତି କୋଟି କୋଟି ମୂଲ୍ୟର ଜମି। ଏଥିରୁ ସ୍ପଷ୍ଟ ଯେ ଜମି ମାଲିକଙ୍କୁ ସୁରକ୍ଷା ଦେଉଥିଲା ବିଜେଡି ସରକାର । ବିଜେଡି ଦୀର୍ଘଦିନ ଶାସନରେ ଥିଲା।ଭାବୁଥିଲେ ଯାହା କଲେ ବି କିଛି ହେବନି। ସେ ଭିତରୁ 180 ଏକର ଜଙ୍ଗଲ ଜମିକୁ ବିଜେଡି ସରକାର ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଶିକ୍ଷାନୁଷ୍ଠାନ କରିବାକୁ ଟେକି ଦେଇଥିଲା। ହେଲେ ସେ ଜାଗାରେ ଏଯାଏ କିଛି ହୋଇନି। ନିୟମ ଅଛି ଯଦି ଜଣେ 3 ବର୍ଷ ଭିତରେ ନେଇଥିବା ଜାଗାର ବ୍ୟବହାର ନକରି ତେବେ ତାହା ଫେରସ୍ତ ଅଣାଯିବା କଥା। ଯାହାକୁ ନେଇ ସାମ୍ବାଦିକ ସମ୍ମିଳନୀ ରେ ବର୍ଷିଛନ୍ତି ବିଜେପି ନେତା ଅମର ପଟ୍ଟନାୟକ। BJP Pressmeet , Misuse of government land #BJPPressMeet #CAG #LandAllotmentScam #MisuseOfGovtLand #CAGReport #OdishaLandScam #BJPAgainstCorruption #OdishaPolitics Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha