Перейти к содержимому

ସାଂସଦ ସମ୍ବିତଙ୍କ ଉପରେ ଲୋକ ହସୁଛନ୍ତି, CAG ନେଇ ଭୁଲ ତଥ୍ୟ ଦଉଛନ୍ତି ! Manmath Routray reaction sambit Patra.

Pratidin TV

0:00 / 0:00

ସାଂସଦ ସମ୍ବିତଙ୍କ ଉପରେ ଲୋକ ହସୁଛନ୍ତି, CAG ନେଇ ଭୁଲ ତଥ୍ୟ ଦଉଛନ୍ତି ! Manmath Routray reaction sambit Patra.

2 561 просмотр · 8 часов назад
Pratidin TV
1,77 млн подписчиков
2 561 просмотр · 8 часов назад
ସାଂସଦ ସମ୍ବିତ ପାତ୍ରଙ୍କ ଉପରେ ଲୋକ ହସୁଛନ୍ତି, CAG ନେଇ ଭୁଲ ତଥ୍ୟ ଦଉଛନ୍ତି ! ଏମଏମଡିଆର (MMDR) ଆଇନ ସଂଶୋଧନ ଏବଂ ସିଏଜି (CAG) ରିପୋର୍ଟକୁ ନେଇ ଓଡ଼ିଶା ରାଜନୀତିରେ ମହାଭାରତ। ବିଜେପି ସାଂସଦ ସମ୍ବିତ ପାତ୍ର ଡିଏମଏଫ (DMF) ପାଣ୍ଠି ହେରଫେର ଅଭିଯୋଗ ଆଣି ପୂର୍ବତନ ବିଜେଡି ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଥିବା ବେଳେ, ମନ୍ମଥ ରାଉତରାୟ ଓ ବିଜେଡି ନେତାମାନେ ଏହାର ତୀବ୍ର ପ୍ରତିବାଦ କରିଛନ୍ତି। ବିଜେଡି କହିଛି ଯେ, ନୂଆ ଆଇନ ଦ୍ୱାରା ଓଡ଼ିଶା ବାର୍ଷିକ ୧୨,୦00 କୋଟିରୁ ଅଧିକ ଟଙ୍କାର ରାଜସ୍ୱ ହରାଇବ। ରାଜ୍ୟର ସ୍ୱାର୍ଥ ରକ୍ଷା କରିବା ପରିବର୍ତ୍ତେ ବିଜେପି ନେତାମାନେ କର୍ପୋରେଟ୍ କମ୍ପାନୀଙ୍କୁ ସୁହାଇଲା ଭଳି କାମ କରୁଛନ୍ତି। ଓଡ଼ିଶାର ହକ ପାଇଁ ବିଜେଡି ସଂଗ୍ରାମ ଜାରି ରଖିବ। Manmath Routray reaction sambit Patra. #MMDRActRow #SambitPatra #ManmathRoutray #OdishaCAGReport #DMFFundControversy Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha