Перейти к содержимому

ମଥୁରା ପେଡା | ଏତେ ସହଜରେ ଘରେ ବନାନ୍ତୁ ବଜାର ଭଳି ସ୍ୱାଦିଷ୍ଟ ପେଡା 😍 | Mathura Peda Recipe

Cook with Reeta

0:00 / 0:00

ମଥୁରା ପେଡା | ଏତେ ସହଜରେ ଘରେ ବନାନ୍ତୁ ବଜାର ଭଳି ସ୍ୱାଦିଷ୍ଟ ପେଡା 😍 | Mathura Peda Recipe

569 просмотров · 1 мес. назад
Cook with Reeta
953 подписчика
569 просмотров · 1 мес. назад
🙏 ନମସ୍କାର ବନ୍ଧୁମାନେ, Welcome to Cook with Reeta ❤️ ଆଜି ଆମେ ବନାଇବା ମଥୁରା ପେଡା (Mathura Peda) 😍। ଘରେ ଅତି ସହଜ ଉପାୟରେ ବନାନ୍ତୁ ବଜାର ଭଳି ସ୍ୱାଦିଷ୍ଟ, ନରମ ଓ ମୁହଁରେ ପକାଇଲେ ତରଳିଯାଉଥିବା ପେଡା। ଏହି ମଥୁରା ପେଡା ରେସିପି ଆପଣ ଘରେ ଖୁବ ସହଜରେ ବନାଇପାରିବେ। ପରିବାରର ସମସ୍ତଙ୍କୁ ଏହାର ସ୍ୱାଦ ନିଶ୍ଚୟ ପସନ୍ଦ ଆସିବ। ପୂଜା, ପର୍ବପର୍ବାଣୀ, ଜନ୍ମାଷ୍ଟମୀ କିମ୍ବା ଘରର କୌଣସି special occasion ପାଇଁ ଏହା ଏକଦମ perfect homemade sweet। ❤️ 👉 ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଦ୍ୱାରା ପେଡାର perfect texture ଓ ସ୍ୱାଦ ପାଇଁ ଆମେ କରୁଥିବା ଛୋଟ ଛୋଟ tips ଜାଣିପାରିବେ। 👍 ଭିଡିଓଟି ଭଲ ଲାଗିଲେ Like କରନ୍ତୁ, 💬 ଆପଣଙ୍କ ମତାମତ Comment ରେ ଜଣାନ୍ତୁ, 🔔 ଏମିତି ସହଜ ଓ ସ୍ୱାଦିଷ୍ଟ ରେସିପି ପାଇଁ Cook with Reeta କୁ Subscribe କରିବାକୁ ଭୁଲନ୍ତୁ ନାହିଁ। ❤️ Hello Viewers Welcome to Reeta's Kitchen Please Like, Share and Subscribe my YouTube Cannel